ଟାଟା ଷ୍ଟିଲ କଳିଙ୍ଗନଗରକୁ ସର୍ବାଧିକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ପୁରସ୍କାର

ନିରାପତ୍ତା ସମ୍ମିଳନୀ-୨୦୧୮ କଳିଙ୍ଗନଗର/Jayashankar Dash  : ଟାଟା ଷ୍ଟିଲ କଳିଙ୍ଗନଗରକୁ ବୃହତ ଶିଳ୍ପ ବିଭାଗରେ ‘ସର୍ବାଧିକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର  ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡ଼ିଶା ସରକାରଙ୍କ କାରଖାନା ଓ ବାଷ୍ଫ୍ରିତ ବିଭାଗ ପକ୍ଷରୁ ନର୍ଥ ଓଡ଼ିଶା ଚ୍ୟାମ୍ବର ଅଫ…

 ବେତଙ୍କ ଭାଗ୍ୟରେ ଖାଲି ସାମାଜିକ ଓ ପ୍ରଶାସନିକ ବେତ ମାଡ 

ଜାତୀୟ ଖାଦୀୟ ସୁରକ୍ଷା ଆଇନ ଦିବ୍ୟାଙ୍ଗ  ବେତଙ୍କ ପାଇଁ ଅପହଂଚ ହରଭଙ୍ଗା  , ବୌଦ୍ଧ (ସିମୁନ୍ ନାଏକ) ; ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏଥି ସହିତ ଜନସାଧାରଣଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ରେ ସେମାନଙ୍କୁ…

ବେଲମୁଣ୍ଡା ଗ୍ରାମବାସୀଙ୍କ ମୁହଁରେ ହସ ଫୁଟାଇଲେ ସୁନିତା

ଶେଷରେ ହାତପାଆନ୍ତାରେ ଲୋକ ପାଇଲେ ପାଣି  ଗନିଅାଁପାଲି/ ନୀଳ ଦୀପ :   ଜଳ ହିଁ ଜୀବନ । ଜଳକୁ ବାଦ୍ ଦେଇ ଜୀବନର ସ୍ଥିତି ଅସମ୍ଭବ ।  ତେବେ ମନରେ ପ୍ରଶ୍ନ ଆସେ ସାଧାରଣ ବ୍ୟକ୍ତିଟିଏ ଅସମ୍ଭବକୁ ସମ୍ଭବ କରି ପାରୁଥିବା ସ୍ଥଳେ ସରକାର କାହିଁକି ମୌଲିକ ସୁବିଧା ଯୋଗଇଦେବାରେ ବ୍ୟର୍ଥ ।  ଦୀର୍ଘ…

‘ସାରଳା ଦାସ ଓଡିଆ ଭାଷାକୁ ଜୀବନୀ ଶକ୍ତି ଦେଇଥିଲେ’

ସାରଳା ସାହିତ୍ୟ ସଂସଦ ତରଫରୁ ବଲାଙ୍ଗିରରେ ସାହିତ୍ୟ ଆସର କବି ଜ୍ୟୋତିର୍ମୟୀ ଓ ଅନୁବାଦକ ତୁଳସୀ ସମ୍ମାନିତ   ବଲାଙ୍ଗିର(ନିରୋଜ ମିଶ୍ର )- ସମ୍ପ୍ରତି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇସାରିବା ପରେ ଓଡିଆ ଭାଷାକୁ ସଙ୍କୁଚିତ କରିଦେବାର ଉଦ୍ୟମ ଚାଲିଛି । ସାରଳା ଦାସ ଗୋଟିଏ ଜାତିର…

ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଜେଏମଏମ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଦେଶରେ ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ବୃଦ୍ଧିପାଇ ଏବେ ସର୍ବକାଳୀନ ରେକଡର଼୍କୁ ପାର କରିସାରିଛି । ୨୦୧୭ ଜୁନଠାରୁ ପ୍ରତ୍ୟେକ ଦିନ ତୈଳର ଦରକୁ ନିର୍ଦ୍ଧାରଣ କରିଆସୁଥିବା ତୈଳକମ୍ପାନୀମାନେ କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳର ମୂଲ୍ୟରେ କୌଣସି…

ଅଫିସର ନେତା ହାତାହାତି, କଥା ଡବଡବ ବାରିପଦାରୁ ରାଜଧାନୀ ଯାଏ 

    ବାରିପଦାର ବିକାଶରେ ନିର୍ବାହୀ ଅଧିକାରୀ  ବାଧକ - ନଗରପାଳ  ନିର୍ବାହୀ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି : କୃଷ୍ଣାନନ୍ଦ  ପୂର୍ବତନ ନଗରପାଲଙ୍କଠୁ ଏଇଆ ଆଶା କରାଯାଇନପାରେ : ନିର୍ବାହୀ ଅଧିକାରୀ  ବାରିପଦା(ଦିଲ୍ଲୀପ ମହାନ୍ତି )- ମଇ ୨୬…

ଶିଖର ମୁଖୀ  ଓଡ଼ିଶାର ଗର୍ବ  “ନବରତ୍ନ ନାଲକୋ” : ବଢୁଛି ସାମ୍ରାଜ୍ୟ ବଢୁଛି ଆୟ,  ୨୦୩୨ ସୁଦ୍ଧା ମହାରତ୍ନ…

ସଫଳତା ଓ ବିକାଶ ସହ ସାମାଜିକ ଦାୟିତ୍ୱବୋଧକୁ ନାଲକୋ ଦେଉଛି ଗୁରୁତ୍ୱ : ଅଧ୍ୟକ୍ଷ ଡ଼ ତପନ ଚାନ୍ଦ  ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ)  : ଓଡିଶା ମାଟିରେ ଜନ୍ମ ହୋଇ ସମଗ୍ରବିଶ୍ୱରେ ଶୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରି  ସର୍ବନିମ୍ନ ବ୍ୟୟରେ ବକ୍ସାଇଟ୍ ଖନନ ଓ ଆଲୁମିନା ଉତ୍ପାଦନକାରୀ…

 ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ନିରାଶ କଲେ ପ୍ରଧାନମନ୍ତ୍ରୀ :   ଛତିଶଗଡ଼ ଉଦ୍ଦେଶ୍ୟରେ  ପଦେ କହିଲେନି, …

ମହାନଦୀର ୫୦ ପ୍ରତିଶତ ପାଣି ସମୁଦ୍ରକୁ ବୋହିଯାଉଛି   ମହାନଦୀ ଓ ଅନ୍ୟ ନଦୀ ମାନଙ୍କ ପାଣି ଗରୀବ ମାନଙ୍କ କାମରେ ଲାଗି ପାରୁନାହିଁ  ନଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଉଦ୍ୟମ କଲେ ରାଜ୍ୟ ସହଯୋଗ କରୁନି  ଘଂଟାଏ  ଭାଷଣରେ ଦେଲେ  ୪ ବର୍ଷର ହିସାବ ଦେଲେ ମୋଦି   ସ୍ୱାର୍ଥ ସିଦ୍ଧି…

ମୋଦି ଦେଶବାସୀଙ୍କ ସହିତ ବିଶ୍ୱାସ ଘାତକତା କରିଛନ୍ତି- ପୂର୍ବତନ ଏମପି ତିରିଆ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପଟରେ କେନ୍ଦ୍ରରେ ପ୍ରଧାମନ୍ତ୍ରୀ ମୋଦିଙ୍କ ସରକାରଙ୍କର ୪ ବର୍ଷ ପୂର୍ତ୍ତ ପାଳିତ ହେଉଥିବା ବେଳେ ଅନ୍ୟ ପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଫଳତାକୁ ନେଇ କଂଗ୍ରେସ ପକ୍ଷରୁ ବିଶ୍ୱ ବିଶ୍ୱାସଘାତ ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ…

ପଦ୍ମପୁର ପାଇକମାଲ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା

  ପଦ୍ମପୁର/Nila deep -ବରଗଡ଼ ଜିଲ୍ଲାର ପଦ୍ମପୁର ପାଇକମାଲ ରାସ୍ତାରେ ମୁଗ ବୋଝେଇ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଛି ।ସୂଚନା ଅନୁଯାୟୀ ବରଗଡ଼ରୁ ପାଟଣାଗଡ଼ ଅଭିମୁଖେ ପଦ୍ମପୁର ଦେଇ ଯାଉଥିବା ମୁଗ ବୋଝେଇ ପିକଅପ ଭ୍ୟାନ…