ଗଡ ସଜାଡୁଛି ବିଜେଡି : ନବୀନ ନିବାସରେ ପାଳିତ ହେଲା ମୟୂରଭଞ୍ଜ ଜିଲ୍ଲାର ମହାମିଶ୍ରଣ ପର୍ବ
ବିଭିନ୍ନ ରାଜନୈତିକ ଦଳରୁ ବିଜୁ ଜନତା ଦଳରେ ଯୋଗ ଦେଲେ ହଜାରେରୁ ଅଧିକ ନେତା
ବାରିପଦା(ଦିଲ୍ଲୀପ ମହାନ୍ତି )- : ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଦଳୀୟ କନ୍ଦଳ, ତ୍ରୁଟିପୂର୍ଣ୍ଣ ଫ୍ଲୋର ମ୍ୟାନେଜମେଣ୍ଟ ଆଉ କିଛି ବଦ୍ନାମ ନେତାଙ୍କ ପ୍ରତି ଲୋକଙ୍କ ରୋଷ କାରଣରୁ ଅକସ୍ମାତ ବିଜେପି ୧ ନମ୍ବରକୁ…