ସରକାର ହରାଉଛି କୋଟି କୋଟି ଟଙ୍କା ରାଜସ୍ୱ, ଚୋରା ବ୍ୟବସାୟୀ ମାଲେମାଲ

ବେଆଇନ ଭାବେ ଚୋରାରେ ବାଲି ଚାଲାଣ, ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଘାନାହିଁ କି ପଘା ନାହିଁ  ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଛି ବେଆଇନ ଭାବେ ଚୋରା ବାଲି ଚାଲାଣ । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ପରେ ମଧ୍ୟ କୌଣସି କାରଣରୁ ପ୍ରଶାସନର ଏଦିଗରେ…

ଜୁନ ୧୬ଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ଷ ଋତୁ ସମୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷ ହୋଇଥାଏ । ଏହି ସମୟରେ ବର୍ଷାପାଣିରେ ଅଭୟାରଣ୍ୟ ମଧ୍ୟରେ ରାସ୍ତାଘାଟ ଧୋଇ ଯିବା ସାଙ୍ଗକୁ ଗଛ ସବୁ ଉଲଟି ପଡ଼ି ରାସ୍ତାଘାଟ ଆଦିକୁ ଅବରୋଧ କରିଥାଏ । ଯାହା ଭିତରକୁ ପ୍ରବେଶ କରିଥିବା ଯାନର…

ବିନା ଓପନ୍‍ ହାର୍ଟ ସର୍ଜରୀରେ ଲାଗିଲା ଭାଲ୍‍ଭ

କିମ୍‍ସରେ ଓଡ଼ିଶାର ପ୍ରଥମ ବିରଳ ଅସ୍ତ୍ରୋପଚାର ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ବିରଳ ହୃଦ୍‍ରୋଗ ଅସ୍ତ୍ରୋପଚାର । କିମ୍‍ସର ହୃଦ୍‍ଶଲ୍ୟ ବିଭାଗ ଡାକ୍ତର ଅନୁପମ ଜେନାଙ୍କ ନେତୃତ୍ୱରେ କରାଯାଇଛି ଏହି ବିରଳ ଅସ୍ତେ୍ରାପଚାର । ଡାକ୍ତର…

କଂଗ୍ରେସ ଫେରିଲେ ଜ୍ଞାନେନ୍ଦ୍ର, ଅଶୋକ, ସରସ୍ୱତୀ, କାତ୍ତିକେଶ୍ୱର 

ଆଗକୁ ବି ଫେରିବେ ନାଇଁ ନାଇଁ କରୁଥିବା ଅନୁପ-ଭୁପିନ୍ଦର ! ଭୁବନେଶ୍ୱର : କିଛିବର୍ଷ ତଳେ ଏଆଇସିସି ଅଧ୍ୟକ୍ଷାଙ୍କ ନିଷ୍ପତ୍ତି ପ୍ରତିୀବାଦ କରି କଂଗ୍ରେସ ଦଳ ଛାଡିଥିବା ବେଳେ ଆଜି ସେମାନେ ସେଇ ଏଆଇସିସି ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳକୁ ଫେରି ଆସିଛନ୍ତିି  । ଫରକ ଥିଲା କେବଳ ଏତିକି…

ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ଚଳିତ ବର୍ଷ ବ୍ୟୟ ହେବ ୯ କୋଟି

ଭୁବନେଶ୍ୱର, ୦୬ ଜୁନ - ୨୦୧୭-୧୮ ଅ ।ର୍ଥିକ ବର୍ଷରେ ଭାଗବତ ଟୁଙ୍ଗୀଗୁଡ଼ିକର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟ କରାଯିବ । ପୂର୍ବରୁ ପ୍ରତି ଟୁଙ୍ଗୀର ପୁନରୁଦ୍ଧାର ବାବଦରେ ୨୫ ହଜାର ଟଙ୍କା ଦିଅ।ଯାଉଥିବାବେଳେ ଏଥରକ ଦିଅ ।ଯିବ ୫୦ ହଜାର ଟଙ୍କା । ଗୋଷ୍ଠୀ …

 ଆଇ.ଜି.ଏଚ. ସୁପର ସ୍ପେସିଆଲିଟ ହସ୍ପିଟାଲ ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ 

ସେଲ ଅଧିନରେ ଥିବା ସମସ୍ତ ଡ଼ାକ୍ତରଖାନାରେ ଖାଲିଥିବା ଡ଼ାକ୍ତର ପଦବୀ ପୂରଣ ହେବ \ ନୂଆଦିଲ୍ଲୀ/ଭୁବନେଶ୍ୱର - ଏଣିକି ଷ୍ଟିଲ ଅର୍ଥରଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ) ଅଧିନରେ ଥିବା ସମସ୍ତ ହସ୍ପିଟାଲମାନଙ୍କରେ ଡ଼ାକ୍ତର ସମସ୍ୟା ରହିବ ନାହିଁ । ଖାଲିଥିବା ସମସ୍ତ ଡ଼ାକ୍ତର ପଦବୀ ତୁରନ୍ତ…

ଦିନିକିଆ କଳାହାଣ୍ଡି ଗସ୍ତରେ ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ 

ହାତୀନଦୀ ଉପରେ  ବିଜୁ ସେତୁର ଭିତିପ୍ରସ୍ତର ସ୍ଥାପନ     ଭବାନୀପାଟଣା/ଧର୍ମଗଡ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଦିନ ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଥିବାବେଳେ ପ୍ରଥମେ ଭବାନୀପାଟଣା କାର୍ଯ୍ୟକ୍ରମ ସାରି ହେଲିକେପ୍ଟର …

ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ଦାବି

ଯାଜପୁର/Jayashankar Dash : ଯାଜପୁର ଜିଲ୍ଲାରେ ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗଣଆନେ୍ଦାଳନ ଜାରି ରହିବା ସହ ଆବଶ୍ୟକ ପଡ଼ିଲେ ଯାଜପୁରବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ୟାସନଗରସ୍ଥିତ ଉତ୍ସବ ପ୍ୟାଲେସଠାରେ ଭାଷା ବିକାଶ ଅଭିଯାନ ପକ୍ଷରୁ ଆୟୋଜିତ…

କୃଷି ବିମା ପ୍ରଦାନ ବିଲମ୍ବ ଯୋଗୁଁ କୃଷି ସମବାୟ ସମିତି ବୁଡେ଼ନ ଶାଖାରେ ତାଲା

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ବୁଡେ଼ନ ପଂଚାୟତ ବୁଡେ଼ନ ଗ୍ରାମର କୃଷି ସମବାୟ ସମିତି ଠାରେ କୃଷକ ସଂଘ ତରଫରୁ ତାଲା ପକାଇ ବିରୋଧ ପ୍ରଦର୍ଶନ କରା ଜାଇଥିଲା । ଗତ ୨୦୧୭ ଖରିପ ଫସଲ ଚାଷ ବିମା ପ୍ରଦାନ ରେ ବିଳମ୍ବ ଯୋଗୁଁ ଧୈର୍ୟ ହରା ହୋଇ ଚାଷି ମାନେ ବୁଡେ଼ନ କୃଷି ସମବାୟ…