ପାଶର ହାର କଳାରେ ୭୧.୭୫, ବାଣିଜ୍ୟରେ ୭୪.୯୨ ଓ ଧନ୍ଦମୂଳକ ବିଭାଗରେ ୬୨.୬୭ ପ୍ରତିଶତ ।

 ଉତ୍ତର ଓଡ଼ିଶା ଜୋନରେ+୨କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ । ବାରିପଦା(Dillip Mohanty) - ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୧୮ର +୨ କଳା ଓ ବାଣିଜ୍ୟ ପରୀକ୍ଷା-୨୦୧୮ର ଫଳ ଜୁନ ୯ ପୂର୍ବାହ୍ନରେ ପ୍ରକାଶ ପାଇଛି ।…

ତୃତୀୟ ମହଲା ସ୍ୱପ୍ନ ରୋଗରେ ଆକ୍ରାନ୍ତ ଧର୍ମେନ୍ଦ୍ର ବାଉଳି ଚାଉଳି ହେଉଛନ୍ତି : ବିଜୟ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶାସନ ଓ ବିଜେଡି ଦଳ ପରିଚାଳିତ ହେଉଛି । ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଓଡ଼ିଶାରେ ନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସାମ୍ନା କରିନପାରି କିଛି ନେତା କ୍ଷମତା ଲୋଭରେ ଅନ୍ୟମାନଙ୍କୁ ଟାର୍ଗେଟ୍‍ କରୁଛନ୍ତି, ଯାହା…

ସୀମିତ ସମୟ ମଧ୍ୟରେ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ସାର: ଦିଲିପ ରାୟ

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଠିକଣା ସମନ୍ୱୟ ରହୁନଥିବାରୁ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏହି ରେଳପଥ ନିର୍ମିତ ହେଲେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦୂରତା ପ୍ରାୟ ୧୨୦ କିମି କମିଯିବ । ଏହି ବହୁ ପ୍ରତୀକ୍ଷିତ ରେଳପଥ ନିର୍ମାଣ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବୌଦ୍ଧ ଏନ୍.ଏ.ସି.ବାସୀ 

ନିର୍ମିତ ହେବ ବହୁପ୍ରତୀକ୍ଷିତ ବୌଦ୍ଧ ଜିଲ୍ଲାର ମର୍ଜାକୁଦ ସେତୁ ଭୁବନେଶ୍ୱର : ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ମର୍ଜାକୁଦର ଦୁଇଟି ଓ୍ୱାର୍ଡକୁ ଗମନାଗମନ ସୁବିଧା ପାଇଁ ସେତୁ ନିର୍ମାଣର ପ୍ରକ୍ରିୟା  ଆରମ୍ଭ ହୋଇଥିବା  ବୌଦ୍ଧବାସୀଙ୍କ ପାଇଁ ଏକ ଖୁସିର ବିଷୟ । ଆଜି…

ପ୍ରଶାସନ ଆଖିରେ ଆଙ୍ଗୁଠି ଗେଂଜି ମେସିନ୍ କରୁଛି କାମ

କାମ ପାଇବାରୁ ଶ୍ରମିକ ବଂଚିତ, ପଂଚାୟତରେ ଉତ୍ତେଜନା କୋରେଇ/ଯାଜପୁରରୋଡ୍: Jayashankar Dash  : କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁହାଁ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଅନିୟମିତା ହୋଇଥିବାର ଅଭିଯୋଗ ହୋଇଥିଲା । ୨୦୧୮-୧୯ ଆର୍ଥିକ…

ନିଜ ଗଣମାଧ୍ୟମ ସଂସ୍ଥା ପଚାରୁ  ନପଚାରୁ, ସାମ୍ବାଦିକଙ୍କ ପରିବାର ପାଇଁ ଠିଆ ହେବେ ସରକାର

ସ୍ବାସ୍ଥ୍ୟବୀମା ୨ ଲକ୍ଷରୁ ଅଧିକ ହେଲେ ବି ବ୍ୟବସ୍ଥା କରିବେ ସରକାର  କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ସାମାଜିକ ନିରାପତ୍ତା କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ  ମିଳିବ ୪ ଲକ୍ଷ ଟଙ୍କା  ପିଲାଙ୍କ ଶିକ୍ଷା ପାଇଁ ସରକାର ଯୋଗାଇବେ ସହାୟତା…

ମୟୂରଭଞ୍ଜ ଅଟୋ ଆସୋସିଏସନ ପକ୍ଷରୁ ୧୨ଘଣ୍ଟିଆ ଅଟୋ ଚଳାଚଳ ବନ୍ଦ

  ବାରିପଦା,(ଦିଲ୍ଲୀପ ମହାନ୍ତି) : ବାରମ୍ବାର ତୈଲ ଦର ବୃଦ୍ଧି ସାଙ୍ଗକୁ ସ୍ୱତନ୍ତ୍ର ପରିବହନ ନୀତି ଏବଂ ଅନ୍ୟାନ୍ୟ ଦାବି ନେଇ ଗୁରୁବାର ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅଟୋ ଚଳାଚଳ ବନ୍ଦ ରହିଥିଲା  । ନିଖିଳ ଓଡିଶା ଅଟୋ ମହାସଂଘର ନିଷ୍ପତ୍ତି ଅନୁସାରେ ମୟୂରଭଞ୍ଜ…

ନିର୍ଯ୍ୟାତିତ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସବୁ ନାଗରିକ ପ୍ରତିଶ୍ରୁତବଦ୍ଧ ହେବା ଆବଶ୍ୟକ

ଶିଶୁମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ରୋକିବା ନିମନ୍ତେ ଜନସଚେତନତା ଗଣଦୌଡ଼  ବାରିପଦା(ଦିଲ୍ଲୀପ ମହାନ୍ତି )-ସମାଜରେ କ୍ରମାଗତ ଭାବେ ଶିଶୁ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧିପାଇବା ଆରମ୍ଭ କରିଥିବାରୁ ଏହାକୁ ପ୍ରତିହତ କରି ନିର୍ଯ୍ୟାତିତ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ପ୍ରଦାନ…

ଚୁକ୍ତି ଭିତ୍ତିକ ଠିକା କର୍ମଚାରୀମାନଙ୍କ ପକ୍ଷରୁ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ…

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା କର୍ମଚାରୀ ମହାମଞ୍ଚର ଆବାହକ ତଥା ରାଜ୍ୟ କର୍ମଚାରୀମାନଙ୍କ ନେତା ପ୍ରଭାତ ମହାନ୍ତିଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ଚୁକ୍ତି ଭିତ୍ତିକ ଓ ଆଉଟସୋର୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଠିକା କର୍ମଚାରୀମାନେ…

ସେବା ଉଦ୍ଦେଶ୍ୟ  ରହିତ ହେବା ସହ ଏଥିରେ ନିର୍ମଳ ଆତ୍ମୀୟ ଭାବ ପ୍ରକଟିତ ହେବା ଦରକାର – ରାଜ୍ୟପାଳ

ଭାରତୀୟ ରେଡ଼କ୍ରସ୍, ଓଡ଼ିଶା ରାଜ୍ୟ ଶାଖାର ଜିଲ୍ଲା ଶାଖା ସଂପାଦକ ସମ୍ମିଳନୀ ଭୁବନେଶ୍ୱର: ଭାରତୀୟ ଦର୍ଶନ, ଚିନ୍ତନ ଓ ପରମ୍ପରାରେ ସେବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଅନ୍ୟର ଉପକାର କରି ମୁହଁରେ ହସ ଫୁଟାଇବାରେ ହିଁ ଜୀବନର ସଫଳତା ରହିଛି । ସେବା ଉଦ୍ଦେଶ୍ୟ  ରହିତ ହେବା ସହ ଏଥିରେ…