ବିଜେପିରେ ଯୋଗ ଦେଇଥିବା ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ କେତେକ ହେଉଛନ୍ତି କଂଗ୍ରେସ ଦଳର : ବିଜୁ ଜନତା ଦଳ 

  ଭୁବନେଶ୍ୱର : ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ବିଜେପିରେ ଯୋଗ ଦେଇଥିବା ବେଲିଆପାଳ ଓ ରତାପାଟର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ କେତେକ ହେଉଛନ୍ତି କଂଗ୍ରେସ ଦଳର । ସେମାନେ କଂଗ୍ରେସରେ ଥିଲେ । କୈଳାସ ଜେନା ବଡମ୍ବା ବ୍ଲକ କଂଗ୍ରେସ ସଭାପତି ଥିଲେ । ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ…

ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଘନଶ୍ୟାମ ଗୁରୁଙ୍କ ବିୟୋଗ 

ବଲାଙ୍ଗିର(ନିରୋଜ ମିଶ୍ର)  ବଲାଙ୍ଗିର ସହରର ରାମେଶ୍ୱର ନଗର ପଡାର ଘନଶ୍ୟାମ ଗୁରୁଙ୍କ ବିୟୋଗ ହୋଇଯାଇଛି । କର୍କଟ ରୋଗରେ ବମ୍ବେ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରିବାର ଲୋକେ ତାଙ୍କୁ ଚିକିତ୍ସା  କରୁଥିଲେ । ପରେ ତାଙ୍କୁ  ରାମେଶ୍ୱର ନଗରର ବାସ ଭବନକୁ ଆଣା ଯାଇଥିଲା ।  ତାଙ୍କର  ପୁଅ…

ପାଇକମାଲ ସହରରେ ଶ୍ରମ ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା 

ପାଇକମାଲ (gauranga Dash/ Nila Deep)  ବରଗଡ଼ ପାଇକମାଲ ଠାରେ ଆଜି ରାଜ୍ୟ ସରକାରଙ୍କ ଶ୍ରମ,ଇ.ଏସ୍.ଆଇ. ତଥା ଶକ୍ତି ମନ୍ତ୍ରୀ  ଶୁସାନ୍ତ ସିଂଙ୍କ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଆୟୋଜନ କରାଯାଇଥିଲା ।ଉକ୍ତ ଅବସରରେ…

ବେଳ ଥାଉ ବନ୍ଧ ବାନ୍ଧରେ କୁମର…..ଟିକେ ଯତ୍ନବାନ ହେଲେ ଏଡାଇ ପାରିବ ମୃତ୍ୟୁ ଯନ୍ତ୍ରଣାକୁ 

    ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇପାରିବ କ୍ୟାନ୍ସର ଭୁବନେଶ୍ୱର :   କ୍ୟାନ୍ସର ଭଳି ବ୍ୟାଧି ଧିରେ ଧିରେ ଆରମ୍ଭ ହୁଏ ଏବଂ ସମୟକ୍ରମେ ଦ୍ରୁତ ଗତିରେ ବଢ଼ିଯାଏ । ପ୍ରାଥମିକ ପର୍ଯ୍ୟାୟରେ ଏହି ଦୁଃସାଧ୍ୟ ରୋଗର କୌଣସି ଲକ୍ଷଣ  କିମ୍ବା ସମସ୍ୟା ଦେଖାଦେଇ ନଥାଏ । କିନ୍ତୁ ଯେତେବେଳେ…

ସତ୍ୟଭୂଷଣ ସାହୁଙ୍କ ହାତରେ ବରଗଡ଼ ଜିଲ୍ଲା କଂଗ୍ରେସର ମଙ୍ଗ

ବରଗଡ଼ ରୁ ଗୌରାଙ୍ଗ ଚରଣ ଦାଶ ଓ ନିଳ ଦୀପ-ବରଗଡ଼ ଜିଲ୍ଲାର ପୁରୁଣା କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବରିଷ୍ଠ ସହଯୋଗୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ,ପୂର୍ବତନ କଂଗ୍ରେସ ସରକାର ସମୟର ସରକାରୀ ଦଳର ମୁଖ୍ୟ ସଚେତକ ତଥା…

୨୨ ଜିଲ୍ଲାରେ ବଦଳିଲେ କଂଗ୍ରେସ ଜିଲ୍ଲା ସଭାପତି

ପିସିସି ଢାଞ୍ଚାରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ପରିବର୍ତିତ ହୋଇଛନ୍ତି ଜିଲ୍ଲା କଂଗ୍ରେସ ମୁଖିଆ `| ୧୧ଟି ଜିଲ୍ଲାରେ ସଭାପତି ଅପରିବାରରିତ ରଖାଯାଇଥିବା ବେଳେ ୨୨ଟି  ଜିଲ୍ଲାରେ ବଦଳି ଛନ୍ତି ସଭାପତି | ସଭାପତି ପଦ ସହିତ  ପିସିସି ଢାଞ୍ଚାରେ…

ପକେଟ ଗରମ କରି ଚେଇଁ ଶୋଇଛନ୍ତି ଅଧିକାରୀ,  ମାଫିଆ ମାଲାମାଲ୍

ଜବରଦଖଲରେ ସରକାରୀ ଜମି ଯାଜପୁରରୁ ଜୟଶଙ୍କର ଦାଶ : ବ୍ୟାସନଗର ତହସିଲ ଅନ୍ତର୍ଗତ ଆଖପାଖ ଅଞ୍ଚଳରେ କିଛି ସରକାରୀ ଜମି ଜବରଦଖଲରେ ରହିଥିବା ଲକ୍ଷ୍ୟ କରାଯାଇଛି । ଏହି ସରକାରୀ ଜମି ବିଭିନ୍ନ କିସମର ହୋଇଥିବାବେଳେ ଏହାକୁ ମାଫିଆମାନେ ଭିନ୍ନ ଉପାୟ ଅବଲମ୍ବନ କରି ହାତେଇ ନେଉଛନ୍ତି । କିନ୍ତୁ…

 ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ଓଡିଶା ତଥା ରାୟଗଡ ଜିଲ୍ଳାରେ ପ୍ରଥମ ହେଲେ ସାଇ ପ୍ରବୀଣ

ରାୟଗଡ଼ାରୁ ସରୋଜ ସାହୁ : ବହୁ ଦିନର ଅପେକ୍ଷା ପରେ ବାହାରିଛି ଯୁକ୍ତ ୨ ବାଣିଜ୍ୟ ଓ କଳା ବିଭାଗର ଫଳାଫଳ ।  ଏହି ପରୀକ୍ଷା ଫଳ ବାହାରିବା ପରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଖେଳି ଯାଇଛି ଉତ୍ସାହ । ଓଡିଶା ତଥା  ରାୟଗଡା ଜିଲ୍ଳାରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟ ଅଧୀନର ଯୁକ୍ତ ୨ ଜୁନିୟର…

ଯୁବ ବିଜେଡିର ରାୟଗଡ଼ା ଜିଲ୍ଲା କମିଟି ପୁନର୍ଗଠିତ

 ବିନାୟକ କର ସଭାପତି, ୫ ଉପସଭାପତି, ୮ ସାଧାରଣ ସମ୍ପାଦକ  ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ରାୟଗଡ଼ା ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର…

ପୃଥିବୀର  ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏ : ରାଜ୍ୟପାଳ  

ପ୍ରକୃତି ସହ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ରାଜ୍ୟପାଳଙ୍କ ପରାମର୍ଶ ଭୁବନେଶ୍ୱର :ପୃଥିବୀର  ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏା ଏଭଳି ଏକ ଗୁରୁଦାୟିତ୍ୱକୁ ନିର୍ବାହ କରନ୍ତି କୁଳପତିମାନ | ସେମାନେ ଅଧିକ  କ୍ରିୟାଶୀଳ ହୋଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି କରିବାକୁ…