ତାଜା ହୋଇ ଗଲା ସ୍କୁଲ ବେଳର ମଧୁର ସ୍ମୃତି 

ପାଇକମାଲ ଟି.ଓ .ୟୁ .ପି  (ଏମ ଇ ) ସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ  ପାଇକମାଲ/ Gouranga dash/Nila Deep -ପାଇକମାଲ ସହରର  ଟି.ଓ .ୟୁ .ପି  (ଏମ ଇ ) ସ୍କୁଲ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା 'ମୋ ସ୍କୁଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…

କଳା ମୁଗୁନି ପଥର ଚୋରା ଚାଲାଣ ଉଦ୍ୟମ : ୨ ଡ଼ମ୍ଫର ସହିତ ମିନି ଟ୍ରକ ଜବତ, ଡ଼୍ରାଇଭର ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁନ ୧୨ ଅପରାହ୍ନ ୪ଟା ସମୟରେ ବନ ବିଭାଗର ଡ଼ୁକୁରା ରେଞ୍ଜର ଅନନ୍ତ କୁମାର ଜେନା ଓ ଡେ଼ପୁଟୀ ରେଞ୍ଜର କେଦାର ନାଥ ମଲ୍ଲିକଙ୍କ ସହିତ ସ୍ପଶାଲ ସ୍କ୍ୱାଡର଼୍ ମିଳିତ ଭାବେ କଳା ମୁଗୁନି ପଥର ଚୋରା ଚାଲାଣ  ଉଦ୍ୟମ ହେଉଥିବା ବେଳେ ଓଆର ୦୧ଆର -୨୬୩୨ ନମ୍ବର…

ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟ : ବିଳମ୍ବ ହେଲେ ବି ପଦ୍ମ ଧରିବା ଥୟ 

 ଭୁବନେଶ୍ୱର: କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ଲୋକସଭା ସଂସଦ ପଦରୁ ଇସ୍ତଫା ଦେଇଛନ୍ତି | ଲୋକସଭା ବାଚସ୍ପତି ଭାରତ  ବାହାରେ ଯିବା ଯୋଗୁ ଶ୍ରୀ ପଣ୍ଡା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି |   ଏ ନେଇ ସେ…

ଆନ୍ତର୍ଜାତିକ ଶିଶୁ ନାଟକ ଉତ୍ସବରେ ସାମିଲ ହେବ  ‘ଲୁ’ 

ମଞ୍ଚସ୍ଥ କରିବା ମନୋଜ ଦାସଙ୍କ କାହାଣୀ ଉପରେ ଆଧାରିତ ନାଟକ "ଅଦଭୂତ ପର୍ବତ" ପଦ୍ମପୁରରୁୁ ନିିିଳ ଦୀପ -କୋଲକାତା ସ୍ଥିତ ଏସୋ ନାଟକ ଶିଳ୍ପ ଅନୁଷ୍ଠାନ ତରଫରୁ ଜୁନ୍ ୧୭ ରୁ ୨୧ ପାଞ୍ଚଦିନ ବ୍ୟାପି ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ଠାରେ ଆନ୍ତର୍ଜାତିକ ଶିଶୁ ନାଟକ ଉତ୍ସବ ଅନୁଷ୍ଠିତ ହେବାକୁ…

ଦୁର୍ବ୍ୟବହାର ମାମଲାରେ ଛନ୍ଦିହେଲେ ଯୋଡ଼ା ବିଡ଼ିଓ 

 Joda/Samir Nanda : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ର ବିଡିଓ ଅରୁଣ କୁମାର ମଲ୍ଲିକଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ନେଇ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାର ଖବର ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ୧୦ଟି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଫେଡରେସନର…

ସହଭାଗିତା କେବଳ ମନୋରଂଜନ ନୁହେଁ, ସଚେତନତା ସୃଷ୍ଟିର ଶ୍ରେଷ୍ଠ  ମାଧ୍ୟମ ।

ଯାଜପୁର,(ଜୟଶଙ୍କର ଦାଶ):ପାରମ୍ପରିକ ଲୋକ କଳାର ପ୍ରଦର୍ଶନ ହୁଏତ ମନୋରଂଜନ ହୋଇପାରେ କିନ୍ତୁ ଏହା ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏହା ଏକ ଶ୍ରେଷ୍ଠ  ମାଧ୍ୟମ ଯାହାକି ସହଭାଗିତା ପ୍ରତିପାଦିତ କରିଚ୍ଥି ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି…

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ  ଜନସାଧାରଣଙ୍କ ସହଯୋଗ ଜରୁରୀ : ଡି.ଆଇ.ଜି

ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ଗୄହ ଉଦଘାଟିତ । ପଦ୍ମପୁରରୁ ନିଳ ଦୀପ-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ପରିସର ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନୂତନ ଅଫିସ ଗୄହ ସମ୍ବଲପୁର ଡି.ଆଇ.ଜି ସତ୍ୟବ୍ରତ ଭୋଇଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଛି । ଉଦଘାଟନ ଉତ୍ସବ ପରେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅତର୍କିତ ବଦଳିକୁ ନେଇ ଅନେକ ପ୍ରଶ୍ନବାଚୀ 

ଭୁବନେଶ୍ୱର : ସରକାର  କାହାକୁ କେଉଁଠି ନିଯୁକ୍ତି ଦେବେ ବା କାହାକୁ କେତେବେଳେ ବଦଳି କରିବେ ସେତ ସରକାରଙ୍କ ବ୍ୟକ୍ତିଗତ ବ୍ୟାପାର | ହେଲେ ଅତର୍କିତ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ ଜେନାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ସ୍କୁଲ ଗଣଶିକ୍ଷା ସଚିବ…

ଖମନମୁଣ୍ଡାରେ ଡୁମାଳ ସମାଜର ସାଧାରଣ ବୈଠକ : ଗୋବର୍ଦ୍ଧନ ପ୍ରଧାନ ସଭାପତି ଓ ଅନନ୍ତ କ୍ଷେତି ସଂପାଦକ ମନୋନୀତ

କଣ୍ଟାମାଳ (ବଂଶିଧର ମାଝୀ) ;  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ର ମା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଡୁମାଳ ସମାଜ ପକ୍ଷରୁ ଏକ ସାଧାରଣ ସଭା ସଂଘ ସଭାପତି ପୁରୁଷୋତ୍ତମ ଡାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ସମାଜର ପୂର୍ବତନ ସଂପାଦକ…

କଣ୍ଟାମାଳ ପ୍ରିମିୟର ଲିଗ ଫୁଟବଲ୍ ଟର୍ଣ୍ଣାମେଣ୍ଟ୍  ଉଦଯାପିତ :  ବିନ୍ଦାସ କୁ ହରାଇ ଏଭରଗ୍ରୀନ୍ ଦଳ ଚମ୍ପିଆନ୍

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ଫ୍ରେଣ୍ଡସ୍ ଏଣ୍ଡ୍ ଫ୍ରେଣ୍ଡସ କ୍ଲବ ଦ୍ୱାରା ଆୟୋଜିତ କଣ୍ଟାମାଳ ପ୍ରିମିୟର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ୍  ରବିବାର କଣ୍ଟାମାଳ କଲେଜ ଖେଳପଡିଆରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଅନୁÂିତ ଫାଇନାଲ ମ୍ୟାଚ୍ ବିନ୍ଦାସ କ୍ଲବ ଓ…