ସୋଆ କୃଷି ମହାବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ମେଣ୍ଢାଶାଳ ଗ୍ରାମରେ ସାମାଜିକ ଅର୍ଥନୈତିକ ସର୍ଭେ

ଭୁବନେଶ୍ୱର, ଏପ୍ରିଲ ୭: ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗ୍ରାମରେ ଏକ ସପ୍ତାହ ବ୍ୟାପୀ ସାମାଜିକ ଅର୍ଥନୈତିକ ସର୍ଭେ ସହ ସ୍ଥାନୀୟ ଗ୍ରାମବାସୀଙ୍କର ଅର୍ଥନୈତିକ…

ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ବିଜେପି ସରକାରଙ୍କର ଦୋମୁହାଁ ନୀତି: ବିଜେଡି

ପୂର୍ବରୁ ବିଜେପି ବିରୋଧ କରୁଥିଲା, ଏବେ ବିଜେପି ସରକାର ସ୍ୱାଗତ କରୁଛନ୍ତି ୩୯, ୫୦୫ ଜଣଙ୍କୁ ନିଯୁକ୍ତି ଦେଇଥିବା ବିଜେପି ଦାବି କରୁଛି, କିନ୍ତୁ ଏଥିରୁ ୩୩, ୮୬୭ ନିଯୁକ୍ତି ପ୍ରକି୍ରୟା ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ନିଯୁକ୍ତି ଓ ସୁଶାସନ ପ୍ରଦାନ କ୍ଷେତ୍ରରେ…

U-୧୭ ବାଳିକା ବର୍ଗରେ ଓଡ଼ିଶା ଚ୍ୟାମ୍ପିୟନ୍, ବାଳକ ବର୍ଗରେ ବିହାର ବିଜେତା

ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ଭୁବନେଶ୍ବର, ୭ ଏପ୍ରିଲ ୨୦୨୬ : ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ର ୧୭ ବର୍ଷରୁ କମ୍ ପ୍ରତିଯୋଗିତାରେ ବାଳିକା ବର୍ଗରେ ଓଡିଶା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳକ ବର୍ଗରେ ବିହାର ଟିମ୍ ଟାଇଟଲ୍ ହାସଲ…

କେନ୍ଦୁଝରରେ ‘ଓଡ଼ିଆ ପକ୍ଷ’ର ସପ୍ତମ ଦିବସ ପାଳିତ: ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ବର୍ଣ୍ଣବୋଧ

କେନ୍ଦୁଝର, ୭.୦୪: ‘ଓଡ଼ିଆ ପକ୍ଷ ୨୦୨୬’ ସପ୍ତମ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ବର୍ଣ୍ଣବୋଧ ଉତ୍ସବ’ ତଥା ‘ଶିଶୁ କଥା ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଜିଲ୍ଲା ର ସମସ୍ତ ସରକାରୀ ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କୁ ଭକ୍ତକବି…

ଓଡ଼ିଆ ପକ୍ଷ ଅବସରରେ କେନ୍ଦୁଝର ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ।

କେନ୍ଦୁଝର,୦୭.୦୪: 'ଓଡ଼ିଆ ପକ୍ଷ’ର ଷଷ୍ଠ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ବିଶାଳ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ,…

ମଲ୍ଲିପଶୀ ଠାରେ ଘୂର୍ଣ୍ଣିଝଡ଼ ସହିତ କୁଆପଥର ବୃଷ୍ଟି, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

କେନ୍ଦୁଝର,ତା୭/୩- କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ଅନେକ ଲୋକଙ୍କର କ୍ଷୟକ୍ଷତି ହୋଇଛି। ଆଜି ଠିକ୍ ଦିନ ୨ଟା ବେଳେ ପବନ ବର୍ଷା ସହିତ କୁଆପଥର ବୃଷ୍ଟିପାତ ହୋଇଥିଲା। ଉକ୍ତ ପଞ୍ଚାୟତ ଅନ୍ତର୍ଗତ…

ଜିଲ୍ଲା ସଦର କାର୍ଯ୍ୟାଳୟରେ ବିଜେପି ସ୍ଥାପନା ଦିବସ ପାଳିତ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ୭/୪ ମାଲକାନଗିରି ବିଜେପି କାର୍ଯ୍ୟାଳୟରେ 47 ତମ ବିଜେପି ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ଦଳର ବରିଷ୍ଠ କର୍ମୀ ତଥା ପୂର୍ବତନ ସଭାପତି ଗୁରୁଚରଣ ମହାନ୍ତି କାର୍ଯ୍ୟଳୟ ପରିସର ମଧ୍ୟରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ…

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ।

ଭୁବନେଶ୍ୱର. ତା 7/4/26 ରିଖ: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ…

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ।

ଭୁବନେଶ୍ୱର. ତା 7/4/26 ରିଖ: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ…

ଦୃଢ଼ ସଂକଳ୍ପ ଆଗରେ ହାର ମାନିଛି ପ୍ରତିବନ୍ଧକ, ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

 ମହାତ୍ମା ଗାନ୍ଧୀ କହିଥିଲେ, "ଶକ୍ତି ଶାରୀରିକ କ୍ଷମତାରୁ ଆସିନଥାଏ, ଏହା ଏକ ଅଦମ୍ୟ ଇଚ୍ଛାଶକ୍ତିରୁ ଆସିଥାଏ"। ଓଡିଶାର ପୁରୀ ଜିଲ୍ଲାର ନିମାପଡା ବ୍ଲକର ଅମୁନିଆପାଟଣା ଗାଁର ଦିବ୍ୟାଙ୍ଗ ଯୁବତୀ ଅନିତା ସାହୁଙ୍କ ପାଇଁ, ଏହି ଉକ୍ତି ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପଛରେ ପକାଇ ତାଙ୍କର…