ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଖରାବେଳେ ଶ୍ରମିକମାନଙ୍କୁ ବାହାରେ କାର୍ଯ୍ୟ କରିବା ନିଷେଧ
ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର: (ଗିରିଜା ଶଙ୍କର ଦାଶ) ରାଜ୍ୟ ସରକାରଙ୍କର ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ…