ସି.ୟୁ.ଟି.ଏମ. ରେ ଜୀବନ ରକ୍ଷାକାରୀ କୌଶଳ ଉପରେ ଗୁରୁତ୍ୱ ଦେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସି.ୟୁ.ଟି.ଏମ) ର ନର୍ସିଂ ସ୍କୁଲ , ହେଲ୍ଥ କ୍ଲବ୍ ସି.ଏ.ଏସ.ଆର ସହିତ ମିଳିତ ଭାବରେ , ମୌଳିକ ଜୀବନ ସହାୟତା…