ହକି ବିଶ୍ୱକପ ଓ ମାସକଟ ଓଲି କୁ ଭବ୍ୟ ସ୍ୱାଗତ
ସୁନ୍ଦରଗଡ/ ହୋରଚାନ୍ଦ ଦେହୁରୀଆ; ହକିର ଏନ୍ତୁଡ଼ିଶାଳରେ ହକି ମସ୍କଟ ଓଲିକୁଓ ବିଶ୍ୱ କପି ଟ୍ରଫିକୁ କରାଯାଇଛି ଭବ୍ୟ ସ୍ୱାଗତ | କନିଷ୍ଠ ଠାରୁ ବରିଷ୍ଠ ନାଗବଗତା ଠାରୁ ଅଭିଜ୍ଞ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ଉଦ୍ଦୀପନା ସହ ଓଲିକୁ ସ୍ୱାଗତ କରିଥିଲେ | ଏହି ଉଦ୍ଦେଶ୍ୟରେ ସକାଳେ ରାଉରକେଲାସ୍ଥିତ…