ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ରଂଗଲାଲ ଜାମୁଡ଼ା
ପାଇକମାଲ/Gouranga Dash :- ଆଜି ସନ୍ଧ୍ୟା ସମୟରେ ଖାଦ୍ୟ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ଶ୍ରୀ ରଂଗଲାଲ ଜାମୁଡ଼ା ଝାରବନ୍ଧ ବ୍ଲକ ଗସ୍ତ ସାରି ପାଇକମାଲ ବ୍ଲକର ଫ୍ରେଜରପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିରୀକ୍ଷଣରେ ଯାଇଥିଲେ । ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ର…