ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି ରଥ ନିର୍ମାଣ
ବାରିପଦା(ଦିଲ୍ଲୀପ ମହାନ୍ତି)- : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି ରଥ ନିର୍ମାଣ । ଚଳିତ ବର୍ଷ ଜୁଲାଇ ୧୪ରେ ମହାପ୍ରଭୂଙ୍କ…