ବିଜେଡିରେ ମିଶିଲେ ଆମ ଆଦମୀ ପାର୍ଟି ନେତାଙ୍କ ସହ ୨୦୦ରୁ ଉର୍ଧ୍ଵ କର୍ମୀ
ଭୁବନେଶ୍ୱର - ଆମ୍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ରାଜ୍ୟ ଯୁବ ସଭାପତି ସୁବ୍ରତ ଛାଟୋଇ, ରାଜ୍ୟ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସଙ୍କ ସହ ଆପ୍ ର ୨୦୦ରୁ ଊଦ୍ଧ୍ୱର୍ କର୍ମୀ ବିଜେଡି ରାଜ୍ୟ…