ରାସ୍ତା ନିର୍ମାଣ କରି ଚର୍ଚ୍ଚାରେ ଥିବା କାଉନସିଲରଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଆସିଲା ଫୋନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ୧୦ ନଂ ୱାର୍ଡ ଅନ୍ତର୍ଗତ ନୂଆଗାଁ ମାଳି ସାହିର ରାସ୍ତା ନିର୍ମାଣ କରି ଚର୍ଚ୍ଚା ସାଉଁଟିଥିବା କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କୁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ ଯୋଗେ ଯୋଗାଯୋଗ…