ଲୁଚିଛି ନା ଗୋଡ ଦିଟା ଦିଶୁଛି : କଂଗ୍ରେସ କନ୍ଦଳ, ଫାଟ ଜଳ ଜଳ
ସ୍ୱାଭିମାନ ମିଛ, ପତିଆରା ଆଗ ଦଳ ପଛ
ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ : ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାରେ ସମସ୍ତ ରାଜନୈତିକ ଦଳମାନଙ୍କର ପାଣିପାଗ ବଦଲୁଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ଜିଲ୍ଲାର ସ୍ୱାର୍ଥ ପାଇଁ କାହାରି…