ନିଉ ଇଣ୍ଡିଆର ବିକାଶରେ ଓଡିଶା ସାଜିବ ଇଞ୍ଜିନ : ମୋଦୀ 

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇବେ ରାଜ୍ୟ ସରକାର :  ନବୀନ  ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ: ଧର୍ମେନ୍ଦ୍ର ୧୪,୫୨୩ କୋଟି ଟଙ୍କାର ବିଭିତ୍ତ ପ୍ରକଳ୍ପର ଭିତିପ୍ରସ୍ତର  ଓ ଲୋକାର୍ପଣ କଲେ ମୋଦୀ ଆଇଆଇଟି ଭୁବନେଶ୍ୱରର ନୂଆ…

ବଦଳିବ ଆଣ୍ଡାମାନ ଦ୍ଵୀପପୁଞ୍ଜର ଦ୍ଵୀପଙ୍କ ନାମ, ୩୦ରେ ପ୍ରଧାନମନ୍ତ୍ରୀ କରିବେ ଘୋଷଣା

 ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) ନେତାଜୀ ସୁଭାଷ ବୋଷଙ୍କ ନେତୃତ୍ୱାଧୀନ ଆଜାଦ ହିନ୍ଦ ଫୌଜ ଜାପାନୀଙ୍କ ସହ ମିଶି  ବ୍ରିଟିଶ ଫୌଜଙ୍କୁ ପରାସ୍ତ କରି ଡିସେମ୍ବର ୩୦ ତାରିଖ ୧୯୪୩ରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜକୁ ଦାଖଲକୁ ନେଇଥିଲେ | ସେହି ସମୟରେ ନେତାଜୀ ଆଣ୍ଡାମାନ ନିକୋବର ଆଇଲାଣ୍ଡସର…

ଆନ୍ତରାଜ୍ୟ ଫୁଟବଲ ଟୂନ୍ନାମେଣ୍ଟ : ୨୨ ନମ୍ବର ଜିଲାପରିଷଦ ଫୁଟବଲ ଟିମ ଚାମ୍ପିୟନ 

ବାରିପଦା(ଦିଲ୍ଲୀପ ମହାନ୍ତି)  ଷ୍ଟେସନ ଏଥଲେଟିକ କ୍ଲବ ଆନୁକୁଲ୍ୟରେ  ଷ୍ଟେସନ ପଡିଆଠାରେ ପାଞ୍ଚଦିନ ବ୍ୟାପି ଚାଲିଥିବା ଆନ୍ତରାଜ୍ୟ ଫୁଟବଲ ଟୂନ୍ନାମେଣ୍ଟର  ଅନ୍ତିମ  ଦିବସରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ଲକ୍ଷ୍ମୀପୋଷି ଦଳ ଝଙ୍କାର ଫୁଟବଲ ଟିମ କୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲ ରେ…

ଜିଲା ବିଭାଜନ ବିରୋଦ୍ଧରେ ଆସନ୍ତା ୨୬ ତାରିଖ ମୟୁରଭଞ ବନ୍ଦ

ବାରିପଦା(ଦିଲ୍ଲୀପ ମହାନ୍ତି) ଓଡିଶା ରାଜ୍ୟର ସବୁଠାରୁ ଜିଲା ମୟୁରଭଞ । ଏହି ଜିଲାର ବିଭାଜନ ପାଇଁ ଚାଲିଥିବା କୁ ଚକ୍ରାନ୍ତ କୁ ବିରୋଦ୍ଧକରି ମୟୁରଭଞ ରାଜ୍ୟ କ୍ରିୟାନୁଷ୍ଠାନ  କମିଟି ତରଫରୁ ଆସନ୍ତା ୨୬ ତାରିଖ ମୟୁରଭଞ ବନ୍ଦ ଡାକରା ଦିଆଯାଇଅଛି । ଅଖଣ୍ଡ ମୟୁରଭଞ ,ପ୍ରଖଣ୍ଡ ମୟୁରଭଞ ଓ ମାର୍ଜର…

ଲୋକଙ୍କ ସୁଖ ଦୁଃଖରେ ସାମିଲ ରହିବ ପାଇଁ କରମୀ ଓ ନେତାଙ୍କୁ ପତ୍ର ଲେଖିଲେ  ନବୀନ

ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରତ୍ୟେକ ୱାର୍ଡରୁ ଅତିକମରେ ୨୦୦ ନୂତନ ସଭ୍ୟ ଯୋଡିବାକୁ ନିର୍ଦ୍ଦେଶ   ଭୁବନେଶ୍ୱର,: ବିଜୁ ଜନତା ଦଳର ନୂଆ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ପ୍ରତି ପଞ୍ଚାୟତ ତଥା ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରୁ ଅତିକମରେ ରେ ୨୦୦ ନୂତନ ସଭ୍ୟ ଯେପରି ଦଳରେ ଯୋଗଦାନ…

ନବୀନ ବାବୁଙ୍କ  ଉପରେ ଲୋକଙ୍କ ଆସ୍ଥା ଅତୁଟ : ବିଜେଡି 

ଭୁବନେଶ୍ୱର: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି କିଛି ପ୍ରକଳ୍ପର ଶିଳାନ୍ୟାସ କରିବା ସହ କିଛି ପ୍ରକଳ୍ପର ଲୋକର୍ପଣ କରିଛନ୍ତି । ଏକ ଦଳୀୟ ରାଲିରେ ମଧ୍ୟ ସେ ଯୋଗ ଦେଇ ଏକ ରାଜନୈତିକ ଉଦ୍‍ବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଦଳୀୟ ସଭାରେ ଦେଇଥିବା…

ଜାମସେଥଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ପାଇକମାଲ :- ଆଜି ପାଇକମାଲ ବ୍ଲକର ଜାମସେଥଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ ସମ୍ମିଳନୀରେ ବରଗଡ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୁ ଜନତା ଦଳର ତଥା ରାଜ୍ୟ ସରକାରଙ୍କର ବିଭିନ୍ନ…

 ଆଞ୍ଚଳିକସ୍ତରୀୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ କାଶିପାଣି ଠାରେ ଦୁଇଦିନ ଧରି ଆଞ୍ଚଳିକସ୍ତରୀୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।  ଲୋକପ୍ରିୟ ଯୁବ ନେତା ରାଜୁ ଘିବେଲା ଉଦଘାଟନୀ ଉତ୍ସବରେ ଯୋଗଦେଇ ଶୁଭ ଉଦ୍ଘାଟନ  କରିଥିଲେ ଏବଂ ଖେଲାଲି ମାନଙ୍କୁ…

ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୮-ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁମିଳନ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ମୁକେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୯୮୮ ମସିହା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାନଙ୍କର ବନ୍ଧୁ ମିଳନ ସ୍ଥାନୀୟ ବନ ଦୁର୍ଗା ମନ୍ଦିର ପରିସର ଠାରେ ଆଡମ୍ୱରରେ ଆୟୋଜନ ହୋଇଯାଇଛି । ଏଥିରେ ମହେଶ୍ୱର ମିଶ୍ର , ଦେବରାଜ…

୭ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ୨୭ ରୁ ୨୯  

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  ସ୍ଥାନୀୟ କରଣସାହି ସ୍ଥିତ ବିଜୟା ବ୍ୟାୟାମଶାଳା ଠାରେ  ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ କରି କହିଥିଲେ ଆସନ୍ତା ଡିସେମ୍ୱର ୨୭…