ସୀମା ସାହୁ ଡ୍ୟାମ ପାଖକୁ ଡାକି ଲୁଟି ନେଲା ୬ ଲକ୍ଷ 

 ଫେସବୁକରେ ଫେକ ଆକାଉଣ୍ଟ : ମନଭଙ୍ଗ ଡେମ ଡକାୟତି ଘଟଣାର ପର୍ଦ୍ଦାଫାଶ ପଦ୍ମପୁର/ପାଇକମାଲ Nila Deep-Gouranga Dash ଗତ 18/ 6/2018ତାରିଖ ଦିନ ପାଇକମାଲ ବ୍ଲକ ର ମିଠାପଲି ନିକଟସ୍ଥ ମନଭଙ୍ଗ ଡେମ ନିକଟରେ ଏକ ସସତ୍ର ଡକାୟତି ହେଇ ଥିଲା ।ଖରିଆର ରୋଡ଼ ନିବାସୀ ଶ୍ରୀ ବିକାଶ ଅଗ୍ରୱାଲ…

 ସିଫା ପରିସରରେ (ସାର୍କ) ସ୍ତରୀୟ  କ୍ୟାଟ ଫିସ ଜାତୀୟ ମାଛର ସମୂହ ପ୍ରଜନନ ଓ ପାଳନ ସମ୍ବନ୍ଧୀୟ କ୍ଷେତ୍ରୀୟ ତାଲିମ…

 ଭୁବନେଶ୍ୱର : ସିଫା ପରିସରରେ ଦକ୍ଷୀଣ ଏସୀୟ କ୍ଷେତ୍ରୀୟ ସହଯୋଗ ସଂଗଠନର ରାଷ୍ଟ୍ର ସଦସ୍ୟଗୁଡ଼ିକର ଦକ୍ଷତା ବୃଦ୍ଧି ନିମନ୍ତେ “କ୍ୟାଟ୍ଫିସ୍ ଜାତୀୟ ମାଛର ସମୂହ ପ୍ରଜନନ ଓ ପାଳନ” ଉପରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ବଙ୍ଗଳାଦେଶର ଢାକାସ୍ଥିତ ସାର୍କ ର କୃଷିକେନ୍ଦ୍ର (ସ୍ୟାକ୍) ଓ…

ଭାରତୀୟ ମହିଳା ହକି ଦଳ ଲଣ୍ଡନରେ

  ସୁଶାନ୍ତ  ବେହେରା : ବିଶ୍ୱକପ ମହିଳା ହକି ଦଳ ଲଣ୍ଡନରେ ପହଁଚିଲେ।ରଣୀ ରାମପଲ କଂର ନେତୃତ୍ୱରେ ଅଠର ଜଣିଆ ମଜବୁତ ଦଳ ଲଣ୍ଡନରେ ପହଞ୍ଚି ନିଜର ଫିଟନେସ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ସେଠା କାର ପାଣିପାଗ ସହିତ ଖାପ ଖୁଆଇବା ପାଇଁ ନିଜର ସ୍ୱାସ୍ଥ୍ୟ ଓ ଖାଦ୍ୟ ପେୟ ପ୍ରତି ଯତ୍ନବାନ…

 ।। ଵର୍ଷା ପରେ ଭଦ୍ରକ ସହରର ସୁନ୍ଦର ଦୃଶ୍ୟ ।। 

ଭଦ୍ରକ ( ସତ୍ୟଭୂଷଣ ସ୍ଵାମୀ ) , ଭଦ୍ରକ ଚରମ୍ପା ଠାରୁ କଚେରୀ ଵଜାରର ଦୃଶ୍ୟ ।  ବିନା ଯୋଜନାରେ ଚାଲିଛି ରାସ୍ତା କାମ । ଏଠି ଵର୍ଷା ଦିନରେ ରାସ୍ତା କାମ ହୁଏ । ସହରର ଅନେକ ସ୍ଥାନରେ ରାସ୍ତା କୁ ଖୋଲିବା ପରେ ମାଟି ଓ ମୋରମ ପକାଇ କାଦୁଅ ତିଆରି କରାଯାଉଛି। ଭଦ୍ରକର ଛପୁଲିଆ  ବାଇପାସ ଠାରେ…

 ବସ ଓ ଟିପର ମୁହାଁ ମୁହିଁ ଧକ୍କା ୧୫ ରୁ ୨୦ ଆହତ ୧ ଗୁରୁତର।

  ସୁଶାନ୍ତ  ବେହେରା : ବଣେଇ ଉପଖଣ୍ଡର ଟେନ୍ସଆ ତାଲଢ଼ି ମାଇନ୍ସ ନିକଟରେ ଆଜି ଦିନ ୪.୩୦ ପାଖାପାଖି ରେ ଏକ ଘରୋଇ ବସ ସହ ଟିପର ମୁହାଁ ମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସରେ ଥିବା ଆରୋହି ଙ୍କ ମଧ୍ୟରୁ ୧୫ ରୁ ୨୦ ଜଣ ଲୋକ ଆହତ ହୋଇ ଥିବାର ସୂଚନା ମିଳିଛି। ଆହତ ଙ୍କୁ ଟେନ୍ସଆ ସ୍ଥିତ ସେଲ…

ଡାନିଙ୍କ ମଣିଷ ପଣିଆ, ବାପା ମା ଛେଉଣ୍ଡଙ୍କୁ ବଢ଼ିଲେ ସହାୟତାର ହାତ 

ଅନାଥ ପରିବାରକୁ ସହାୟତା ଯୋଗାଇବାକୁ ମାଧ୍ୟମ ସାଜିଲା ଚକାଡୋଳା ହେଲ୍ପଲାଇନ  ଦାନଗଦି /ଡ଼ୁବୁରୀ : ୫ଜଣ କୁନିପିଲା  । ସବୁଠୁ ବଡ ଗୁରୁବାରୀ, ବୟସ ୧୧ । ଜୀବନ କଣ ଜାଣିନାହାନ୍ତି, ଭଲ ଭାବେ ଜିଇଁ ନାହାନ୍ତି  । ତିନିବର୍ଷ ତଳେ ମା ଛେଉଣ୍ଡ କରି ଚାଲିଯାଇଥିଲା  । ଆଉ ବାପା ଥିଲା । ଅବୁଝା ସେ,…

ପୋଲିସର ଚଢ଼ାଉ : ବିପୁଳ ପରିମାଣରେ କଫ ସିରଫ ଜବତ

  ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଅଞ୍ଚଳ ରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଏହି ନିଶା କାରବାର ଦ୍ୱାରା ମୁଖ୍ୟତଃ ଯୁବ ସମାଜ ବହୁଳ ପରିମାଣ ରେ ପ୍ରଭାବିତ ହେଉଥିବାର ଲକ୍ଷ କରାଯାଉଛି। ପୋଲିସ ର ନିଶା ବିରୋଧୀ…

 ଏଇ ଦେଖ ନବୀନ ବାବୁଙ୍କ ବିଜୁ ଏକ୍ସପ୍ରେସ ୱେ, କାମ ଏମିତି ମଜଭୁତ ଯେ ଗୋଟିଏ ବର୍ଷା ସମ୍ଭାଳି ପାରୁନି

    କାମ ନ ସରୁଣୁ ଦବି ଗଲା ବିଜୁ ଏକ୍ସପ୍ରେସ ପଦ୍ମପୁର,(ନୀଳ ଦୀପ )- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲାଉଥିବା ବିଜୁ ଏକ୍ସପ୍ରେସ ୱେ ଗୋଟିଏ ବର୍ଷା ମଧ୍ୟ ସହ୍ୟ କରି ନ ପାରି ଅନେକ ଯାଗାରେ ଦବି ଯାଇଥିବା ଦେଖିବାକୁ ମିଳିଛି  । ବର୍ଷା ଆରମ୍ଭ ହେବା…

ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହେଲା ପଦ୍ମପୁର

  ପଦ୍ମପୁର,(ନୀଳ ଦୀପ )- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ କାରଣରୁ ବିଗତ ଦୁଇ ଦିନ ଧରି ପଦ୍ମପୁର ଅଂଚଳରେ ଲଗାତାର ବର୍ଷା ଲାଗି ରହିଛି  । କିଛି ଦିନ ପୁର୍ବରୁ ପାନୀୟ ଜଳ ପାଇଁ ହାହାକାର କରୁଥିବା ପଦ୍ମପୁରବାସୀଙ୍କ ପାଇଁ ଏହି ବର୍ଷା କିଛି ମାତ୍ରାରେ ଆସ୍ୱସ୍ତି ଆଣି ଦେଇଥିବା…