ପଦ୍ମପୁର ଜିଲ୍ଲା ଦାବୀ ପାଇଁ ସର୍ବସାଧାରଣ ବୈଠକ: ଗଢ଼ା ହେଲା ୨୪ ଜଣିଆ କମିଟି, ଏକ ସପ୍ତାହ ମଧ୍ୟରେ ବିରାଟ ରାଲି ଓ…
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଶୁକ୍ରବାର ଦିନ ପଦ୍ମପୁର ସହରର ରାଜାଜୀ ଟାଉନହଳ ଠାରେ ନାଗରିକ କମିଟିର ସମ୍ପାଦକ ଶ୍ରୀ ଅଜିତ ଶତପଥିଙ୍କ ସଭାପତିତ୍ବରେ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ଯଥା ପୂର୍ବତନ…