Odisha Unveils Bus Advertising Campaign in London for Odisha Hockey Men’s World Cup…
ଲଣ୍ଡନ ରେ ବୁଲିଲା ଓଡ଼ିଶା ଲୋଗୋ ଲାଗିଥିବା ବସ |୨୦୧୮ ପୁରୁଷ ହକି ବିଶ୍ଵ କପ ଭୁବନେଶ୍ୱରରେ ନଭେମ୍ବର ୨୮ ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଆୟୋଜିତ ହେବ ଏଥି ଲାଗି ଏକ ସ୍ୱତନ୍ତ୍ର ଲୋଗ ପ୍ରସ୍ତୁତ କରାଯାଇଥିଲା| ଯାହା ଏବେ ଲଣ୍ଡନରେ ଚାଲୁଥିବା ବସ ମାନ କଂ ରେ ଶୋଭାପାଇଛି।ହକିଇଣ୍ଡିଆ ଓ ଓଡ଼ିଶାର…