ଲୁଚିଛି ନା ଗୋଡ ଦୁଇଟା ଦିଶୁଛି :ଚାପରୁ ମୁକୁଳିବା ସହ ମୁହଁ ଲୁଚାଇବା ପାଇଁ ଦିଲ୍ଲୀରେ ସୁଆଙ୍ଗ -ଧର୍ମେନ୍ଦ୍ର
• କାହିଁକି ମଣ୍ଡି ଖୋଲିଲାନାହିଁ, କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ ପାଉନାହାନ୍ତି ଏ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ • ଚଳିତବର୍ଷ ଇଲେକସନର ବର୍ଷ ହୋଇଥିବା ହେତୁ, ବିଜେଡି ଦଳ ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍ ମାଲିକଙ୍କ ସହ ମଧୁଚନ୍ଦ୍ରିକା ରହିଛି •…