ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ବଲାଙ୍ଗିର,(ନୀରୋଜ ମିଶ୍ର) - ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉଁନ୍ତପୁର ପଞ୍ଚାୟତ ଅଧିନସ୍ଥ ସାନ କନ୍ଧପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଋଷି ନନ୍ଦ ଓ ଅର୍ଜୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୋଭା କୁମାରୀ ସିଂ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଉଭୟ…