ଏଇଟା ଷ୍ଟେଟ ବ୍ୟାଙ୍କ ନା ଆଉ କଣ : ଜାମସେଠ ବ୍ୟାଙ୍କରେ ସେବା ଠପ, ଗ୍ରାହକ ହନ୍ତସନ୍ତ
ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :- ବରଗଡ଼ ଜିଲ୍ଲା ଜାମସେଠ ଷ୍ଟେଟ ବ୍ୟାଙ୍କରେ ଦୀର୍ଘ ୧୫ ଦିନହେଲା ବ୍ୟାଙ୍କ ସେବା ଠପ କାରଣ ହେଲା କମ୍ପୁଟର ଚଲୁନାହିଁ । ବ୍ୟାଙ୍କ ସେବା କିଛି କରିବାକୁ ୨୦ କିମି ଦୁରରୁ ଆସି ପ୍ରତିଦିନ ଶହଶହ ଲୋକ ଫେରୁଛନ୍ତି। ଅତି ଜରୁରି କାମ ଯଥା ରୋଗି ସେବା ଅନ୍ୟକୁ…