ବର୍ଷା ଦିନରେ ମଧ୍ୟ ପଦ୍ମପୁରରେ ପାନୀୟ ଜଳସଙ୍କଟ

  ପଦ୍ମପୁର,(ନୀଳ ଦୀପ) - ବର୍ଷାଦିନରେ  ପାନୀୟ ଜଳ ସଙ୍କଟ !!! ହଁ ବିଶ୍ୱାସ ନହେଲେ ବି ସତ |  ବରଗଡ ଜିଲ୍ଲା ପଦ୍ମପୁର ସହରରେ ଖରା ସମୟରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ କଥା, କିନ୍ତୁ ଚଳିତ ବର୍ଷ ବର୍ଷା ଦିନରେ ମଧ୍ୟ ସହର ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି  ।  ସ୍ଥାନୀୟ…

ଧାନମଣ୍ଡି ଖୋଳାଯିବା ପାଇଁ ଦାବୀ

ପଦ୍ମପୁର(ନୀଳ ଦୀପ ) - ପଦ୍ମପୁର ବ୍ଲକ ଅନ୍ତର୍ଗତ କଂସର ଓ ବୁଡାମାଲ ପଂଚାୟତର ଚାଷିମାନଙ୍କୁ ଧାନ ବିକ୍ରୀ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି  । ଉଭୟ ପଂଚାୟତର ଚାଷିମାନେ ନିଜ କଷ୍ଟୋପାର୍ଜିତ ଧାନକୁ ବିକ୍ରି କରିବା ପାଇଁ ସୁଦୁର ଦହିଗାଁ ସେବା ସମବାୟ ସମିତି କିମ୍ବା…

ନିଷ୍ଠା ଥିଲେ କୈାଣସି ସଫଳତା ହାସଲ କରିବା ଅସମ୍ଭବ ନୁହେଁ : ଶ୍ରୀ ପୁରୋହିତ

ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପଦ୍ମପୁର(ନୀଳ ଦୀପ) - ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଷରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ଉଦେ୍ଧଶ୍ୟରେ ଏକ ସଭା ଅନୁଷ୍ଠିତ  ହୋଇଥିଲା । ଉକ୍ତ ସଭାରେ…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଅନଶନ- ପ୍ରତିଶୃତି ପରେ ପ୍ରତ୍ୟାହାର

ପଦ୍ମପୁର(ନୀଳ ଦୀପ)- ପଦ୍ମପୁର ବ୍ଲକ ଜ୍ଞାନ ପଂଚାୟତ  ଅନ୍ତର୍ଗତ ଖଲିଆମୁଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଗତ ତା.୨୮.୨.୨୦୦୯ର ମସିହାରେ ସେହି ଗ୍ରାମର ଶାରିରୀକ ଅକ୍ଷମ ନିରୁପମା ସାହୁଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି ଦିଆଯାଇଥିଲା  । କିନ୍ତୁ ଏହାର ଦୀର୍ଘ ସାଢେ ପାଂଚ ବର୍ଷ…

ତିନି ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଆଦିବାସୀ ଅଧୁ୍ୟଷିତ ଜିଲ୍ଲା  ୫ମ ସିଡ଼ୁ୍ୟଲଡ ଏରିଆର ହୋଇଥିବାରୁ ଜିଲ୍ଲାରେ ୧୯୯୬ ଡ଼ିସେମ୍ବର ୨୪ରୁ କାର୍ଯ୍ୟକାରୀ କରାଯାଉଥିବା ପେସା ଆଇନ ମାଧ୍ୟମରେ ଶାସନ ବ୍ୟବସ୍ଥାର ପ୍ରଚଳନ ହୋଇପାରି ନାହିଁ । ଫଳରେ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ପେସା ଆଇନରେ ରହିଥିବା…

ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା

ଭଦ୍ରକ,(ସତ୍ୟ ସ୍ୱାମୀ ) - ଭଦ୍ରକ ପୌରପାଳିକାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଳା କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଟାଉନ ଥାନାରେ ପୌରାଧ୍ୟକ୍ଷ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ବହୁ…

ଡଙ୍କାରୀରେ ତୈଳ ପ୍ରକଳ୍ପ ବନ୍ଦ କରାଯିବା ଷଡଯନ୍ତ୍ର: ବି.ଜେ.ଡି ପାଉଛି କେତେ ହରାଉଛି କେତେ?

  ଯାଜପୁର (ବୁ୍ୟରୋ ଚିଫ୍, ଜୟଶଙ୍କର ଦାଶ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରୀରେ ପ୍ରତିଷ୍ଠା  ହେବାକୁ ଥିବା ଭାରତର ବୃହତମ ତୈଳ ପ୍ରକଳ୍ପ ହେବାକୁ ଯାଉଛି । ପ୍ରକଳ୍ପ ଅଞ୍ଚଳରେ ଥିବା ପଥର ଖାଦାନରୁ କୋଟିକୋଟି ଟଙ୍କା କଳାପଥର ଲୁଟ୍ ପାଇଁ ଏହି ପ୍ରକଳ୍ପକୁ ବିରୋଧ…

ସ୍ୱାଧୀନତା ଦିବସ ପ୍ରସ୍ତୁତିକୁ ଦିଆଯାଊଚ୍ଥି  ଚୁଡାନ୍ତ ରୂପ ।

ଯାଜପୁର, (ଜୟଶଙ୍କର ଦାଶ ) ଯାଜପୁର ଜିଲ୍ଲା  ସ୍ତରୀୟ ୭୨ ତମ ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗଦେବେ ।  ସ୍ୱାଧୀନତା ଦିବସ ଦିନ ପୂର୍ବାହ୍ନ ଘ. ୯.୧୫ ମିନିଟ ସମୟରେ ଶ୍ରୀ ପାତ୍ର ଯାଜପୁର…

ରେଲ ସଂଯୋଗୀକରଣ ଦାବୀରେ ମିଳିତ କ୍ରିୟାନୁଷ୍ଠାନ  କମିଟୀର ବୈଠକ

 ବରଗଡରୁ ନୁଆପଡା ପର୍ଯ୍ୟନ୍ତ ଭାୟା ବିଜେପୁର, ପଦ୍ମପୁର ଓ ପାଇକମାଲ ଦେଇ ପ୍ରସ୍ତାବିତ ରେଲ ଲାଇନ ପ୍ରକଳ୍ପ ଦାବୀକୁ ଜୋର କରିବା ପାଇଁ ଗଠିତ ମିଳିତ କ୍ରିୟାନୁଷ୍ଠାନ  କମିଟି  ଆଗାମୀ ଦିନରେ ସମଗ୍ର ଅଂଚଳରେ ଜନଆନ୍ଦୋଳନକୁ ବ୍ୟାପକ କରିବ ପଦ୍ମପୁର(ନୀଳ ଦୀପ) - ସ୍ଥାନୀୟ ଓକିଲ ସଙ୍ଘ…

shelter home inmates  sexual abuse case  Deoria-Muzaffarpur :  Apprehending….. DGP issued…

ୟୁପି ଏବଂ ବିହାରରେ ଥିବା ବିଭିନ୍ନ ସେଲଟର ହୋମରେ ହେଉଥିବା ନିର୍ଯ୍ୟାତନା ଘଟଣା ଧରାପଡିବା ପରେ ଓଡ଼ିଶାରେ ଥିବା ସେଲଟର ହୋମ୍ ଗୁଡ଼ିକୁ ପରଖିବା ପାଇଁ ପୋଲିସ ମହାନିଦେ୍ର୍ଧଶକ ଡ. ଆର. ପି. ଶର୍ମା ପ୍ରତି ଜିଲ୍ଲା ଏସ.ପି ଏବଂ ପୋଲିସ କମିଶନର ଡିସିପି ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି…