ଭାରତ ଏହାର ଜଣେ ଉତ୍ତୁଙ୍ଗ ଶିଖର ନେତାଙ୍କୁ ହରାଇଲା

ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳର ଗଭୀର ଶୋକ ଭୁବନେଶ୍ୱର : ଭାରତବର୍ଷର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ରାଷ୍ଟ୍ରନୀତିଜ୍ଞ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ସଭାପତି…

 ଶ୍ରୀମା-ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ପାଳିତ

  ଝାରବନ୍ଧ (ଗୋପାଳକୃଷ୍ଣ ଗର୍ଗ ) : ଝାରବନ୍ଧସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି  । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କୈଳାସ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାକେନ୍ଦ୍ର…

ମାରୱାଡ଼ି ଯୁବା ମଞ୍ଚର ସ୍ୱାଧୀନତା ଦିବସ

ଝାରବନ୍ଧ (ଗୋପାଳକୃଷ୍ଣ ଗର୍ଗ ) -ବରଗଡ଼ ଜିଲ୍ଲା ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ନୂତନ ନିର୍ମାଣଧୀନ ଅଗ୍ରସେନ ଭବନ ପରିସରରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ଏହି ଅବସରରେ ମିଡିଆ ପ୍ରଭାରୀ ଗୋପାଳକୃଷ୍ଣ ଗର୍ଗଙ୍କ  କମାଣ୍ଡିଂରେ ଅଗ୍ରୱାଲ ଯୁବମଞ୍ଚର ପୂର୍ବତନ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ

ଝାରବନ୍ଧ (ଗୋପାଳକୃଷ୍ଣ ଗର୍ଗ )) : ଝାରବନ୍ଧ ବ୍ଲକ ପଡିଆଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ  କରିଥିଲେ । ୨୦୧୮ବର୍ଷରେ ବ୍ଲକସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା…

ମହାମନୀଷୀମାନଙ୍କ ପଦାଙ୍କ ଅନୁସରଣ କରି ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ବଜାୟ ରଖିବା ନିମନ୍ତେ ସମସ୍ତ ସଂକଳ୍ପ ବଦ୍ଧ…

ବାରିପଦା(ଦିଲ୍ଲୀପ ମହାନ୍ତି  )- ଆଜି ୭୨ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶମାତୃକାର ସେବା ପାଇଁ ମହାନ ତ୍ୟାଗ ଓ ନୀତି ଆଦର୍ଶ ସୃଷ୍ଟି କରିଯାଇଥିବା ସେହି ଭାରତୀୟ ମହାମନୀଷୀମାନଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରି ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ବଜାୟ ରଖିବା ନିମନ୍ତେ ସମସ୍ତେ…

ବ୍ୟାସନଗର ପୌରପରିଷଦ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଯାଜପୁରରୋଡ୍ (ଜୟଶଙ୍କର ଦାଶ) : ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ୭୨ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରାତଃ ୫ ଘଟିକାରେ ରାମଧୂନ୍ ପରିବେଷଣ ସହିତ ପୌରାଞ୍ଚଳରେ ସ୍ଥାପିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସକାଳ ୮.୩୦ରେ ନଗରପାଳ…

ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟଠାରେ ସ୍ୱାଧୀନତା ଦିବସ ପାଳିତ

  ଯାଜପୁରରୋଡ୍(ଜୟଶଙ୍କର ଦାଶ) : ଆଇଏନ୍ଟିୟୁସି ସହବନ୍ଧିତ ଶ୍ରମିକ ସଂଘ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ୭୨ତମ ସ୍ୱାଧୀନତା ଦିବସ ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟଠାରେ, ବ୍ୟାସନଗର ମୋଟର ଚାଳକ ସଂଘ ପକ୍ଷରୁ ରେଲୱେ ଷ୍ଟାଣ୍ଡ, କଳିଙ୍ଗନଗର ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ ଧବଳଗିରିଠାରେ ଓ…

ସାମାଜିକ ଲଜ୍ଜ୍ୟା : ବାଲ୍ୟବିବାହ ଆଳରେ ଦେଶ ବାହାରକୁ ଚାଲାଣ ହେଉଛି ଶିଶୁ କନ୍ୟା

  ଭୁବନେଶ୍ୱର :  କେବଳ ବିବାହ ପାଇଁ ନୁହେଁ, ଅନେକ କ୍ଷେତ୍ରରେ ବାଲ୍ୟବିବାହ କରାଯିବା ପରେ ଶିଶୁ କନ୍ୟାମାନଙ୍କୁ  ମଧ୍ୟପ୍ରାଚ୍ୟ ଏବଂ ଅନ୍ୟ ଦେଶକୁ ଚାଲାଣ କରାଯାଉଛି । ଏପରିକି ଓଡ଼ିଶାରୁ ମଧ୍ୟ ଝିଅମାନଙ୍କୁ ବିବାହ ଆଳରେ ଉତରପ୍ରଦେଶ, ପଞ୍ଜାବ ଓ ହରିଆଣା ଭଳି ରାଜ୍ୟଗୁଡ଼ିକୁ ମଧ୍ୟ ଚାଲାଣ…

ରୁଗୁଡ଼ିପଡ଼ା ଦୁର୍ଗା ପୂଜା କମିଟି ବୈଠକ : ଲଲିତ ନାୟକ ସଭାପତି, ହରି ନାରାୟଣ ସଂପାଦକ

ବଲାଙ୍ଗୀର,(ନିରୋଜ ମିଶ୍ର ): ସ୍ଥାନୀୟ ରୁଗୁଡ଼ିପଡ଼ା ଦୁର୍ଗାପୂଜା ମଣ୍ଡପରେ ବୁଧୁବାର ପୂଜା କମିଟିର ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଭାପତି ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂପାଦକ ହରି ନାରାୟଣ ପୂଜାରୀ ଗତ ବର୍ଷ ପୂଜାର ଆୟ ବ୍ୟୟ ସଂପର୍କରେ ସୂଚନା ଦେଇଥିଲେ । ଏଥିସହିତ ଆଗାମୀ ପୂଜାକୁ…

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ  ସହ କାର୍ଯ୍ୟଳୟ ଗୁଡିକରେ  ୭୨ ତମ ସ୍ୱାଧିନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଉତ୍ସବ ବୌଦ୍ଧ ସ୍ଥାନୀୟ କଚେରୀ ପଡିଆ ରେ ଅନୁସୁଚିତ ଜାନି , ଜନଜାତି ଓ ପଛୁଆ ବର୍ଗ…