ମଥୁରାର ରାଜ ଦରବାରରେ ରଙ୍ଗ ସଭା ଅନୁଷ୍ଠିତ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ସପ୍ତମ ଦିନରେ ଅବତୀର୍ଣ୍ଣ ହୋଇଛି। ସବୁଦିନପରି ଆଜିମଧ୍ୟ ମଞ୍ଚରେ ତାଲପାଲି ଗ୍ରାମର ଇଷ୍ଟ ଦେବୀ ମାଁ ଘାଟଘୋସିଏନଙ୍କ ପୂଜା କରାଜିବା ସହ ଗାୟକ ଚୈତନ୍ଯ…