କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଜିଲ୍ଲାପାଳଙ୍କ ନିବେଦନ ।
ଯାଜପୁର(ଜୟଶଙ୍କର ଦାଶ) କେରଳର ସାମ୍ପ୍ରତ୍ତିକ ବନ୍ୟା ବିତ୍ପାତ ହୃଦୟ ବିଦାରକ ଓ ଦୁଃଖଦାୟକ । ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଏବେବି ଅନେକ ଅତ୍ୟନ୍ତ ଦୁଃଖ ଓ କଷ୍ଟରେ ଜୀବନ ନିର୍ବାହ କରୁଚ୍ଥନ୍ତି । ବାସ ନିଶ୍ଚିହ୍ନ ହୋଇଥିବା ବେଳେ ଖାଦ୍ୟ, ପାନୀୟ, ଚିକିତ୍ସା , ବସ୍ତ୍ର ଇତ୍ୟାଦି…