ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ଥାଇ କେତେ ବା ନଥାଇ କେତେ !
ଏହା କଣ ଶିଶୁମାନଙ୍କ ପ୍ରତି ରାଜ୍ୟ ଶିକ୍ଷା ବିଭାଗର ଦାୟିତ୍ୱବୋଧ ଆଉ ମହାନ ସମାଜସେବୀ ପାର୍ବତୀ ଗିରୀଙ୍କ ପ୍ରତି ପ୍ରକୃତ ସମ୍ମାନ !!!!
ବରଗଡ଼/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ମାତ୍ର 3 କିଲୋମିଟର ଦୂରରେ ପାଇକମାଲ ନୃସିଂହନାଥ ରାସ୍ତାରେ ଅବସ୍ଥିତ…