ବଡଚଣା ବିଧାୟକଙ୍କ ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ନେଇ କଂଗ୍ରେସର ପ୍ରତିବାଦ : ଚଣ୍ଡିଖୋଲରେ କଂଗ୍ରେସର ଗର୍ଜନ ।

              Jajpur/Jayashankar Dash :  ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ କଂଗ୍ରେସର ଗର୍ଜନ । ଟିଟୋର ପଲିଟାକାଲ୍ ଲିଙ୍କ୍ ଅଭିଯୋଗରେ ଯାଜପୁର ଚଣ୍ଡିଖୋଲ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛି ବଡଚଣା ବ୍ଲକ କଂଗ୍ରେସ କମିଟି । ମାଫିଆ ଡନ୍ ର ରାଜନୈତିକ ପୃଷ୍ଠପୋଷକକୁ ତଦନ୍ତ ପରିସରଭୁକ୍ତ…

ବାଜପେୟୀଙ୍କ ଦେହାନ୍ତ ଦେଲା ଏଇ ବିରଳ ଅବସର : ସବୁ ବିରୋଧୀ(!) ଏକାଠି ହୋଇଲେ ପ୍ରଥମ ଥର 

  ଭୁବନେଶ୍ୱର : ଦିବଂଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ କୌଣସି ଏକ ରାଜନୀତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଯନ୍ତ୍ରୀ ଦଳର ନୌପଡା ଗୁଣୁପୁର ରେଳପଥ ତଦାରଖ ଫାର୍ସ : ରେଳବାଇ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ ତଦାରଖ ପାଇଁ ଆସିଲେ, ଶୀତତାପ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନୌପଡା ଗୁଣପୁରୁ ଭାୟା ପାରଳାଖେମୁଣ୍ଡି ରେଳପଥ ୯୦କିମି ଦୁରାତ ପାଇଁ ପୁର୍ବତଟ ରେଳପଥର ବିଶାଖାପାଟଣା ମଣ୍ଡଳ ସ୍ଥିତ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ କେ.ଭି.ଭି ନରସିଂହାଙ୍କ ନେତୃତ୍ୱରେ ଏକ ବୈଷୟିକ ଯନ୍ତ୍ରୀ ଦଳ  ଆସି ରେଳପଥ ଓ ଜଗୁଆଳୀ ବିହୀନ ରେଳବାଇ…

ବସ୍ତି ବାସିନ୍ଦାଙ୍କୁ ଘର ଡିହ  ଯୋଗାଇଦେବା ଦାବୀ

ବିକେଏମୟୁ ଓ ସମତା କାନ୍ତି ଦଳ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ଓ ଧାରଣା ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବସ୍ତି ବାସିନ୍ଦାଙ୍କୁ ଘର ଡିହ  ଯୋଗାଇଦେବା ଏବଂ ବେକାର ଯୁବକଙ୍କୁ ପୌରପରିଷଦ ଦ୍ୱାରା ନିର୍ମିତ ଦୋକାନ ଘର ବଣ୍ଟନ ଓ ଥଇଥାନ କରାଯିବା ଦାବୀରେ…

ଶିଶୁ ଶ୍ରମିକ-ମୁଳୋତ୍ପାଟନ ଦିଗରେ ଷ୍ଟେକହୋଲଡେରମାନଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମୋଟର ପରିବହନ, କାଜୁ କାରଖାନା, ଗ୍ୟାରେଜ ବିଭିନ୍ନ ହୋଟେଲ ଓ ଦୋକାନ ଗୁଡିକରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିଚାଲିଛି । ଏସବୁ ମୁଳୋତ୍ପାଟନ ଦିଗରେ ତତ୍ପରତା  ପ୍ରକାଶ କରି…

ଡାକଘରରେ ମିଳୁନି ବାରକୋଡ/ ଖାସକରି ରାଖୀ ପଢାଜାଇ ନ ପାରିବାରୁ ଅସନ୍ତୋଷ

ପଦ୍ମପୁର/(ନୀଳ ଦୀପ) - ପଦ୍ମପୁର ଉପଖଣ୍ଡ ସ୍ଥିତ ଡାକଘରରେ ଆଉ ନାହିଁ ବାରକୋଡ । ଜାହା ଫଳରେ ଲୋକେ କୈାଣସି ପ୍ରକାରର ପାର୍ସଲ କି ଚିଠି ପଠାଇବା କାର୍ଯ୍ୟକ୍ରମ ଠପ୍ ହେବାକୁ ଯାଉଛି । ଖାସ୍ କରି ରାଖୀ ପଠା ନ ଜାଇପାରିବାରୁ ଲୋକଙ୍କ ମଧ୍ୟରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଛି । ଦିର୍ଘ ଦିନରୁ…

ପଦ୍ମପୁରରେ ବିଦୁ୍ୟତ ବିଭ୍ରାଟ

ପଦ୍ମପୁର/(ନୀଳ ଦୀପ) -ପଦ୍ମପୁର ଉପଖଣ୍ଡରେ ବାରମ୍ବାର ବିଦୁ୍ୟତ କାଟର ସମସ୍ୟାକୁ ଦୁର କରିବା ପାଇଁ ଏକ ଗ୍ରିଡ ସ୍ତାପନ ହୋଇଥିଲେ ମଧ୍ୟ ବିଦୁ୍ୟଟ ବିଭ୍ରାଟକୁ ରୋକିବାରେ ବିଦୁ୍ୟତ ବିଭାଗ ଅସମର୍ଥ । ପଦ୍ମପୁର ସହରରେ ବରମ୍ବାର ବିଦୁ୍ୟତ ବିଭ୍ରାଟ ଲୋକଙ୍କ ଦୈନନ୍ଦିନ ଜୀବନ ଜାପନରେ ଖୁବ ପ୍ରଭାବ…

ସରକାରଙ୍କ ନିଦ ନଭାଙ୍ଗିଲେ ପରିଣତି ଭୟାବହ ହେବ

ବରଗଡ ଜିଲ୍ଲାରେ କ୍ୟାନ୍ସର  ହସପିଟାଲ ଦାବୀ ଜୋରଦାର ଚେତୁଁନାହାନ୍ତି ସରକାର, ରାସ୍ତାକୁ ଓଲ୍ହାଇଲେ ଲୋକେ ପଦ୍ମପୁର/(ନୀଳ ଦୀପ) - ବାରମ୍ବାର ଦାବୀ ସତ୍ତ୍ୱେ ଚେତୁଁନାହାନ୍ତି ସରକାର | ବରଗଡ଼ ବାସୀଙ୍କ ନ୍ୟାୟୋଚିତ ଦାବି ପ୍ରତି ନିଦା ବିଷ୍ଣୁ ପରି ଆଖିକାଁ ବନ୍ଦ କରି ଦେଇ ବସି ଯାଇଛନ୍ତି…

ହିତାଧିକାରୀଙ୍କୁ ପ୍ରୋତ୍ସାହନ  ରାଶି ତୁରନ୍ତ ପ୍ରଦାନ କର : ଜିଲ୍ଲାପାଳ

ଯାଜପୁର,(ଜୟଶଙ୍କର ଦାଶ ) ବିଭିନ୍ନ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଉତ୍ସାହିତ  କରାଯାଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ  ଦିଆଯାଊଚ୍ଥି ।  କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଘର ନିର୍ମାଣ ପୂର୍ଣ୍ଣାଙ୍ଗ…