ଚାଷ କାମ ଯାହାର, ସତରେ… କେତେ ଦୁଃଖ ତାହାର !!

 ନେତା ଅଫିସର ଅୟସରେ ,  ରାଜରାସ୍ତାରେ ପଡି ସଢ଼ି ମରୁଚି ଅନ୍ନଦାତା ପ୍ରଶାସନିକ ଅବହେଳାରୁ ଚାଷୀ ମୃତ୍ୟୁ ଅଭିଯୋଗ, ବିଭିନ୍ନ ସ୍ଥାନରେ ରାଜରାସ୍ତାରେ ଚାଷୀ   ବରଗଡ଼/ଗୌରାଙ୍ଗ ଚରଣ ଦାଶ :-ପ୍ରଶାସନ ବା ରାଜନେତାକୁ କଣ ବା କହିବା | ବିଚାର ଚାଷୀ ବୀମା ରାଶୀ ଜମା କରିଥିଲା ଫସଲ ଉଜୁଡ଼ିଗଲେ…

ସତ୍ୟଜିତ,  ସଂଜୟ ଓ  ଚକ୍ରଧର ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ 

ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ସଭାପତି ମାନ୍ୟବର  ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ମିଡିଆ ପ୍ୟାନେଲିଷ୍ଟ ଭାବେ  ସତ୍ୟଜିତ ମିଶ୍ର,  ସଂଜୟ ବାବୁ ଓ  ଚକ୍ରଧର ଦାଶଙ୍କୁ ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ…

ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଲକ୍ଷ୍ମୀଯୋର ସେତୁ 

ବଲାଙ୍ଗିର/ନିରୋଜ ମିଶ୍ର  -  ସାଂସଦ କଳିେକେଶ ନାରାୟଣ ସିଂଦେଓଙ୍କ କରକମଳରେ ଲକ୍ଷ୍ମୀଯୋର ସେତୁ ଏବଂ ବି.କେ.ସି.ସି. ରୋଡ, ରାଜପଥ-୪୨ ଠାରୁ ୩ କିମି. ପର୍ଯନ୍ତ ରାସ୍ତାର ଉନ୍ନତି କରଣ ଓ ପ୍ରସସ୍ଥି କରଣ କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟିତ ହୋଇଯାଇଅଛିା  ୧୩ କୋଟି ରୁ ଅଧିକ ଅର୍ଥରେ ନିର୍ମିତ ଏହି…

ଶ୍ରମିକ ନେତା କାହା ସ୍ୱାର୍ଥରେ, ଶ୍ରମିକମାନଙ୍କର ନା ନିଜର!!!

  ଆମ କମ୍ପାନୀ ପରିବାରକୁ ବ୍ଲାକ୍ମେଲ ଓ ବଦନାମ କରିବା ପାଇଁ ଯୋଜନା !- ପି.କେ. ପଣ୍ଡା ପାରାଦୀପ : ବନ୍ଦର ନିଷିଦ୍ଧଞ୍ଚଳରେ  କାର୍ଯ୍ୟବନ୍ଦ ଆନ୍ଦୋଳନ ଶେଷ ହେବାପରେ ପୁଣି ସୋମବାର ଦିନ ବଡପଡିଆ ସ୍ଥିତ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ୍) ସାମ୍ନାରେ ଶ୍ରମିକମାନେ ଧାରଣାରେ ବସିଛନ୍ତି ।…

ଗଛ ପଡି ତିନି ବଖରା ଘର ନଷ୍ଟ :ସହାୟତାର ହାତ ବଢାଇଲା ବିଜେପି ।

କଣ୍ଟାମାଳ/ବୌଦ୍ଧ (ବଂଶୀଧର ମାଝୀ/ସିମୁନ୍ ନାଏକ) ;  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ବ୍ଲକର ଦପଲା ସଦର ପଞ୍ଚାୟତ ରେ ଗଛ ପଡି ୩ଟି ଗରୀବ ପରିବାରଙ୍କ ତିନି ବଖରା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଗତକାଲି ପୂର୍ବାହ୍ନ ଦଶଟା…

ଫେସବୁକ ପୋଷ୍ଟକୁ ନେଇ ଉତ୍ତେଜନା

ବଡ଼ବିଲ /shasak prashasak:  ପବିତ୍ର ରକ୍ଷାବନ୍ଧନ ଉପରେ ଏକ ଅଶ୍ଳୀଳ ଫେସବୁକ ପୋଷ୍ଟକୁ ନେଇ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଉତ୍ତେଜନା ଦେଖାଯାଇଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ଅଞ୍ଚଳର ଜନୈକ ଯୁବକ ମିରାଜ ଖାନ ହୁସେନୀ ରକ୍ଷାବନ୍ଧନ ଦିନ ଫେସବୁକରେ ଏକ ଅଶ୍ଳୀଳ  ପୋଷ୍ଟ କରିଥିଲା। ଯାହାକୁ…

ଏସିୟ ଆଥଲେଟ ରେ ଭାରତ ର ଆଧିପତ୍ୟ

୨୭ ତାରିଖରେ ଭାରତୀୟ ଆଥଲେଟ ମାନେ ଦମଦାର ପ୍ରଦର୍ଶନ ଜାରି ରଖି ନିରଜ, ସୁଦ୍ଧା, ମିନାଓ ଧରୁନ ଭାରତ କୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦେବାରେ ସକ୍ଷମ ହୋଇଛନ୍ତି।ନିରଜ ଚୋପ୍ରା ଜାଭଲୀନ ଥ୍ର ରେ ୮୮.୦୬ ମିଟର ଦୁରୁତ୍ୱ କୁ ଫିଙ୍ଗି ମିଟ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ସେହିପରି ଧରୁନ…

ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା  ଯୋଡ଼ି ହୋଇଛି: ବିଜୟ ନାୟକ

‘ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ କରିବ’ ଭୁବନେଶ୍ୱର,: ଭାରତୀୟ କ୍ରୀଡ଼ା ଆକାଶର ଚାନ୍ଦ ଦୂତି ଚାନ୍ଦ ସଂପ୍ରତି ଚଳିତ ୧୮ତମ ଏସିଆନ୍‍ ଗେମ୍ସରେ ୨୦ ବର୍ଷ ପରେ ଭାରତ ପାଇଁ ମେଡାଲ ଜିତି ଆମମାନଙ୍କୁ ଗର୍ବିତ କରିଛନ୍ତି । ଏହା ତାଙ୍କର ଦୀର୍ଘ ବର୍ଷର ସାଧନା, ସିଦ୍ଧି ଓ…

କେରଳ ପ୍ରଳୟଙ୍କରୀ ବନ୍ୟା : ମାସକର ରୋଜଗାର ଦେବେ ବିଜେଡି ନେତା ଓ କର୍ମୀ 

ଭୁବନେଶ୍ୱର : କେରଳ ରାଜ୍ୟ ନିକଟରେ ପ୍ରଳୟଙ୍କରୀ ବନ୍ୟ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ସମଗ୍ର ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ରାଜ୍ୟବାସୀଙ୍କ ସହିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି, ଦଳର ସମସ୍ତ ସାଂସଦ ଏବଂ ବିଧାୟକଗଣ ଏଭଳି ଅଭୂତପୂର୍ବ…