ଶେଷ ଲଢେଇ ଲଢ଼ିବେ ପ୍ରଭାତ 

ବାଙ୍କୀ(ଶାସକ ପ୍ରଶାସକ) : ଦଳ ଭିତରେ କାହାକୁ ଟିକଟ ମିଳିବ ନମିଳିଵ ତାହାକୁ ନେଇ ନାନା ଗୁଜବ ଆଲୋଚନା ଶୁଣିବାକୁ ମିଳୁଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନ ବାଙ୍କିରୁ ଲଢ଼ିବା ନିଶ୍ଚିତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ | ଲୋକଙ୍କ ମତକୁ ସମ୍ମାନ…

ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୪୪ତମ ମାସିକ ସାହିତ୍ୟ ଆସର 

ବାଲେଶ୍ୱର(ଉଜ୍ଜ୍ୱଳ କର): ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୪୪ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ  ହୋଇଯାଇଛି । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । ଏହି ମନୋରମ…

ବଇଁଚାର ପାଖରାବାଡଠାରେ ଜିଲ୍ଲାପରିଷଦଙ୍କ ଦ୍ୱାରା ନୂତନ ରାସ୍ତା ଉଦ୍ଘାଟିତ

ବାଲେଶ୍ୱର(ଉଜ୍ଜ୍ୱଳ କର) : ବାଲେଶ୍ୱର ସଦର ବ୍ଲକ ଅର୍ନ୍ତଗତ ବଇଁଚା ପଞ୍ଚାୟତର ପାଖରାବାଡ ଠାରେ ୨୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ବସୁନ୍ଧରା ସିଂ ଏକ ନୂତନ ପକ୍କା ରାସ୍ତାର ଉଦ୍ଘାଟନ କରିଛନ୍ତି । ଉକ୍ତ ରାସ୍ତାଟି ବିଶ୍ୱନାଥ ଖଟୁଆଙ୍କ ଘର ଠାରୁ ରଘୁନାଥ ଜେନାଙ୍କ ଘର ପର୍ଯ୍ୟନ୍ତ…

ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିବେ ନୂଆ ଜିଲ୍ଲାପାଳ

ଝାରସୁଗୁଡା(ବିକ୍ରମ ମହାପାତ୍ର) : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରେ ଅତିରିକ୍ତ ସଚିବ ଥିବା ବିଭୁତି ଭୂଷଣ ଦାସକୁ ଝରସୁଗୁଡାର ନୂଆ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି। ଶନିବାର ରାଜ୍ୟ ସରକାର ଆଇଏଏସ ସ୍ତରରେ କରିଥିବା ଅଦଳବଦଳ ରେ ବିଭୁତି ଭୂଷଣ ପଟନାୟକ କୁ ପର୍ଯ୍ୟଟନ…

କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି କଲେଜ ଛତ୍ରୀଙ୍କ ମୃତ୍ୟୁ

 ଝାରସୁଗୁଡା(ବିକ୍ରମ ମହାପାତ୍ର) :ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଜଣେ କଲେଜ ଛାତ୍ରୀ କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି ଜଣେ କଲେଜ ଛାତ୍ରୀଙ୍କ ଦୁଃଖଦ  ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ତଥା ବ୍ରଜରାଜନଗର କଲେଜରେ ଯୁକ୍ତ…

ସଡକ ସୁରକ୍ଷା ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ

ବାରିପଦା/Dillip Mohanti : ୩୦ ତମ ଜାତୀୟ ସଡକ ସୁରକ୍ଷା ପାଳନ ଷଷ୍ଠ ଦିବସରେ ମୟୁରଭଞ ଆଞଳିକ ପରିବହନ ଓ ଆରକ୍ଷୀ ବିଭାଗ ର ମିଳିତ ସହେଯାଗରେ ଆଜି ସକାଳ ୯ ଘଟିକା ସମୟରେ ବାରିପଦା ରଥ ଦାଣ୍ଡରୁ ଏକ ମିନି ମାରାଥନ ଅନୁଷ୍ଠିତ  ହୋଇଯାଇଅଛି । ସଡକ ସୁରକ୍ଷା ସଚେତନତା ବାର୍ତ୍ତା ସୃଷ୍ଟି କରାଯିବା…

ତାକୁ ଦେଖିଲେ ଯା ଆଖିରେ ବି ଲୁହ ଆସିଯିବ 

ସାତ ବର୍ଷର  ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ବାରିପଦା(ଦିଲ୍ଲୀପ ମହାନ୍ତି)  :  ମୟୁରଭଞ ଜିଲା ବାଙ୍ଗିରିପୋଷୀ ଥାନା ଅଞ୍ଚଳର ଏକ ଗ୍ରାମର ଜୈନେକ ସାତ ବର୍ଷ ନାବାଳିକା ଆଜି ଦୁଷ୍କର୍ମର  ଶୀକାର ହୋଇଅଛି । ଖବର ନେବାରୁ ଜଣାପଡିଅଛି ଯେ ଆଜି ସକାଳୁ ସଂପୃକ୍ତ ଛାତ୍ରୀ ଜଣକ ଗାଧେଇବା ପାଇଁ…

ଝାରବନ୍ଧ ବ୍ଳକର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ।

ପଦ୍ମପୁର/ ନୀଳ ଦୀପ : ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଅମଠି,ବିଲାସପୁର ଓ ଗୋଠୁଗୁଡା ପଞ୍ଚାୟତରେ ଝାରବନ୍ଧ ଜୋନ୧ ସଭାପତିଙ୍କ ମୁଜଫର ହୁସେନଙ୍କ ସଭାପତିତ୍ବରେ ଭାରତୀୟ ଜାତୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମୁଖ୍ୟ ସଚେତକ   ତଥା…

ବାଲିଯୋରୀ ଗ୍ରାମରେ ମିଶନ  ଶକ୍ତି ରଥକୁ ଭବ୍ୟ ସ୍ୱାଗତ 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ -ନାରୀ ଜାଗରଣ ନାରୀ ସଶକ୍ତିକରଣ ନାରୀମାନଙ୍କ ଅଧିକାର ଆର୍ଥିକ ତୃଣମୂଳ ସୁଦୃଢ଼ କରିବାର  ସଂକଳ୍ପ ବାର୍ତ୍ତାକୁ ନେଇ ମିଶନ  ଶକ୍ତି SHG ରଥ ଟାଙ୍ଗରପାଲି ବ୍ଲକରୁ ବାହାରି ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଯୋରୀ ଗ୍ରାମରେ ଅପ୍ରାନ୍ହ ୩ ଟା ସମୟରେ…

“ସରକାର ମୋ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି, ତେଣୁ ସେ ଇସ୍ତଫା ଦେଲି”

ଇସ୍ତଫା ଦେଲେ ଭିମସାର ନିର୍ଦ୍ଦେଶକ  ଭୁବନେଶ୍ୱର – ବୁର୍ଲା ମେଡିକାଲ କଲେଜ  ନିର୍ଦ୍ଦେଶକ  ଡା.ଅଶ୍ୱିନୀ ପୁଜାହାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ଇମେଲ୍ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ସମ୍ପର୍କରେ ସେ କହିଛନ୍ତି ଯେ ଭିମସାରର ବିକାଶ…