ରାଜ୍ୟସ୍ତରୀୟ ୨ୟ ଓଡଗାଁ କପ୍ ଫୁଟବଲ ଉଦ୍ଘାଟିତ :  ୩-୨ଗୋଲରେ ଉତ୍କଳ ସ୍ପୋର୍ଟିଂ ବିଜୟୀ

ଓଡ଼ଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର ) ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆଜି ଠାରୁ ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଆରମ୍ଭ ହୋଇଛି । ଏହାକୁ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ  କରି ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚରେ ଗତଥର…

  ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଜା-ଆଈ ଓ ଜେଜେମା-ଜେଜେ ବାପା ସମିଳନୀ

ଓଡଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର ) ଶିଶୁମାନଙ୍କର ବୃଦ୍ଧିରେ ଅଜା-ଆଈ ଓ ଜେଜେମା-ଜେଜେ ବାପାମାନଙ୍କର ଭୁମିକା କିଛି କମ ନୁହେଁ ।  ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ ।  ବାଲ୍ୟବସ୍ଥାରୁ ସେମାନଙ୍କୁ ଲାଳନ ପାଳନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ…

ଦୁର୍ଘଟଣାରେ ଓଡଗାଁ କଲେଜର କର୍ମଚାରୀଙ୍କ ମୃତ୍ୟୁ

ଓଡଗାଁ( ଶ୍ରୀକାନ୍ତ କୁମାର ମିଶ୍ର ) ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ରବିନ୍ଦ୍ରନାଥ ରାଉତ(୫୭)ଙ୍କର ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିବାରୁ କଲେଜରେ କିଛି ସମୟ ପାଇଁ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ସହିତ ସମସ୍ତ…

ଲୁଲୁ ମହାପାତ୍ରଙ୍କର ୫୫ ତମ ଜୟନ୍ତୀ  ପାଳିତ

ଭୁବନେଶ୍ୱର  – ପୂର୍ବତନ ବିଧାୟକ, ଯୁବ ନେତତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କର ୫୫ତମ ଜନ୍ମ ଜୟନ୍ତୀ ଗୁରୁବାର ତା ୧୪.୨.୨୦୧୯ ରିଖ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମତି କମିଟି ପକ୍ଷରୁ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ…

ଜନପ୍ରତିନିଧି କେବଳ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି : ରାଜୁ ଘିବେଲା 

ଧୂମାଭଟା ଛକ ଠାରେ ହିସାବ ମାଗୁଛି ଜନତା କାର୍ଯ୍ୟକ୍ରମ ବରଗଡ଼/ନୀଳ ଦୀପ : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିଜ ନିଜ ନିର୍ବାଚନ ମଣ୍ଡଳିରେ ବିଭିନ୍ନ କର୍ମୀ ସମ୍ମିଳନୀ ତଥା ଜନସମ୍ପର୍କ ମାନ କରୁଛନ୍ତି  । ସେହିକ୍ରମରେ ପଦ୍ମପୁର…

ଭେଉଁରିଆ ଗ୍ରାମ ପଂଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ  ।

ପଦ୍ମପୁର/ନିଳ ଦୀପ-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଂଚାୟତଠାରେ ସରପଂଚ ଶ୍ରୀମତି ରଜନୀ ସାହୁଙ୍କ ସଭାପତିତ୍ୱରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଶ୍ରୀମତି ସରୋଜିନି ପ୍ରସନ୍ନ କୁଳୁ ମୁଖ୍ୟ ଅତିଥି ଭାବରେ…

ରୋମିଓ କ୍ରିକେଟ: ଗନିଆପଡାକୁ ହରାଇ ବୁଦ୍ଧିକୋମନା ଚାମ୍ପିୟନ 

କୋମନା/ଭାଗିରଥୀ ଭୋଇ - କୋମନା ବ୍ଲକ ନୂଆଗାଁ ରୋମିଓ କ୍ରିକେଟ କ୍ଲବ ଦ୍ଵାରା ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମେଚ ରେ ଗନିଆପଡା ଦଳକୁ ହରାଇ ବୁଦ୍ଧିକୋମନା ଦଳ ଚାମ୍ପିୟନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ବୁଦ୍ଧିକୋମନା ଦଳ ନିର୍ଦ୍ଧାରିତ ୧୫ ଓଭର ରେ…

ବିଜେଡ଼ି ନେତାଙ୍କର କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର – ବହ୍ମଗିରୀ ନିର୍ବାଚନ ମଣ୍ଡଳୀର ତିନିଶହରୁ ଅଧିକ ବିଜେଡ଼ି କର୍ମୀ ଏବଂ ବିଜେଡ଼ି ନେତା କିଶୋର ଜେନାଙ୍କ ନେତୃତ୍ୱରେ କଂଗ୍ରେସ ବିଚାରଧାରା,  ଜାତୀୟ କଂଗ୍ରେସ ସଭାପତି  ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ…

ଲଇକେରା ଥାନା ଅଧିକାରୀଭାବେ ବିଶ୍ଵପତିଙ୍କ ଯୋଗଦାନ |

    ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଲଇକେରା ଥାନା ନୂତନ ଅଧିକାରୀ ଭାବେ ବିଶ୍ଵପତି ପଣ୍ଡା ଯୋଗଦେଇଛନ୍ତି | ଶ୍ରୀ ପଣ୍ଡା ଏହା ପୂର୍ବରୁ ପଦ୍ମପୁର,ସୋହେଲା,ହୀରାକୁଦ,ଯୁଜୁମୁରା,ଓ ଗୋବିନ୍ଦପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତ୍ତମାନ  ଲଇକେରା ଥାନା ଅଧିକାରୀ…

ନୂଆ ଘରେ ଆଡ଼ଜଷ୍ଟ କରିବା ଅସହଜ ହେଉଛି ନବଙ୍କ ସମର୍ଥକଙ୍କ ପାଇଁ !

ବି.ଜେ.ଡି.ର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ   ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଝାରସୁଗୁଡା ପୂର୍ବତନ ବିଧାୟକ ନବ ଦାସ କଂଗ୍ରେସ ଛାଡି ବି.ଜେ.ଡି.ରେ ଯୋଗଦେବା ପରେ ନିଜ ପକ୍ଷକୁ ମଜଭୁତ କରିବା ପାଇଁ ପୂର୍ବ ଅନୁଗତ ଓ ବି.ଜେ.ଡି.କର୍ମୀଙ୍କୁ ଏକତ୍ରିତ କରି ମିଳାମିଶା କରିବାରେ…