ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି ବୈଜୟନ୍ତ
ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ ଅରୁଚିକର ଅଶାଳିନ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହଯୋଗୀଙ୍କୁ ଗିରଫ ଏବଂ ପରିବେଶ ନିୟମ ଉଲ୍ଲଘଂନକାରୀ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ ଦାବିରେ ରାସ୍ତାକୁ ଓଲ୍ଲାଇଲା ଯୁବଛାତ୍ର ବିଜେଡି ।…