ଗାନ୍ଧି ଜୟନ୍ତୀରୁ ରାଉରକେଲାରେ ବନ୍ଦ ହେବ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର
“ପ୍ଲାଷ୍ଟିକ୍ ଫ୍ରି- ସମ୍ଭବ” ଅଭିଯାନ ମାଧ୍ୟମରେ ଚାଲିଛି ଜୋରଦାର ସଚେତନତା କାର୍ଯ୍ୟକ୍ରମ
ସମସ୍ତଙ୍କ ସହଯୋଗ ତଥା ସହଭାଗିତାରେ ଅଭିଯାନ ସଫଳ ହେବ: କମିଶନର ଶ୍ରୀମତି ରଶ୍ମିତା ପଣ୍ଡା
ରାଉରକେଲା : ରାଜ୍ୟର ସମସ୍ତ ମହାନଗର ନିଗମ ଏବଂ ପୁରୀ ସହରକୁ ଆସନ୍ତା ଅକ୍ଟୋବର ୨ ତାରିଖ, ଗାନ୍ଧି…