ଜୀବନ ବୀମା ଅଭିକର୍ତ୍ତା  ବଲାଙ୍ଗିର ଶାଖାର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ ଭଗବତୀ ମଣ୍ଡପରେ ଜୀବନ ବୀମା ଅଭିକର୍ତ୍ତାଙ୍କର ବଲାଙ୍ଗିର ଶାଖା ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ସମ୍ବଲପୁର ଡିଭିଜିନାଲ କାଉନସିଲ (ଲିଆଫି) ଅଧିନରେ ଥିବା ଏହି ବଲାଙ୍ଗିର ଶାଖାର ପାଟଣାଗଡ, ସୋନପୁର, ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର ଅଞ୍ଚଳରେ ଥିବା…

ଓଡ଼ିଶା ସରକାରଙ୍କୁ ଦୋହଲାଇଦେଲା ମୋଦି ସୁନାମୀ

ନବୀନ ସରକାରଙ୍କ ବିରୋଧରେ ମୋଦି ମାରିଲେ ଅଭିଯୋଗ ବାଣ ଫୁଲ ଜୋଶରେ ବିଜେପି କରମୀ ଓ ନେତା   ଝାରସୁଗୁଡା/ତାଳଚେର : ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ଏ ସରକାର ପଛୁଆ। ଏ ଦୁର୍ବଳ ଦୁନୀତିଗ୍ରସ୍ତ ଆଉ ପଛୁଆ ସରକାରକୁ ଦିଲ୍ଲୀରୁ ଉଠାଇବାକୁ ପଡ଼ୁଛି।  ଏ ସରକାର ଚାହୁଁନି ଏଇ ରାଜ୍ୟରେ ବିକାଶ ହେଉ…

୭ ଦଫା ଦାବି ପୂରଣ ନିମନ୍ତେ ଜେଏମଏମର ୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୋରଡ଼ା ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡ଼ାକ୍ତର ସହିତ ଷ୍ଟାଫ ନାହାନ୍ତି, ନିରାମୟ ଯୋଜନା ଓ ଜନ ଔଷଧୀ କେନ୍ଦ୍ରରେ ଡ଼ାକ୍ତରମାନଙ୍କ ପ୍ରେସକ୍ରିପସନ ଅନୁସାରେ ଔଷଧ ମିଳୁ ନାହିଁ । ଫଳରେ…

କଂଗ୍ରେସର ଅଭିଯୋଗ : ବିଜେଡିର ହାତବାରିସୀ ସାଜି ପୌର ବିକାଶରେ ବାଧକ ସାଜୁଛି ପ୍ରଶାସନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗତ ୫ ବର୍ଷ ମଧ୍ୟରେ ପାରଳାଖେମୁଣ୍ଡି ପୌରପରିଷଦର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ବିଜୁଜନତାଦଳ ପ୍ରରୋଚନାରେ ପ୍ରଶାସନ ବାଧା ଦେଇ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ପ୍ରୟାସ କରି ଆସୁଅଛି ବୋଲି ନଗର କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ୱାଦିକ…

ଲଗାଣ ବର୍ଷା- ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉପରେ 

 ଗୋଟା ବ୍ୟାରେଜର ୨୨ଟି ଗେଟ ଖୋଲାହେଲା: ବ୍ୟାପକ ଚାଷଜମି ଜଳମଗ୍ନ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ଦୁଇଦିନ ଲଗାଣ ବର୍ଷା ହେବାରୁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଜୀବନ ଯାତ୍ରା ବ୍ୟାଘାତ ହୋଇଛି । ଅନ୍ୟ…

ବାରିପଦା କ୍ରୀଡ଼ା ଛାତ୍ରାବାସରୁ ରାଇସେନ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳୀ 

୧୮ ବର୍ଷରୁ କମ୍ ଏସିୟ ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ବାରିପଦା(ଦିଲ୍ଲୀପ ମହାନ୍ତି )- ଚଳିତ ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ଭାରତର ଆଗ୍ରାଠାରେ ଆରମ୍ଭ ହୋଇଥିବା ୪୬ତମ ଏସୀୟ ୧୮ ବର୍ଷରୁ କମ୍ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ…

୭୬ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଚାକିରୀ ନିୟମିତ ହେଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୧ରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ୭୬ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କର ଚାକିରୀକୁ ମୟୂରଭଞ୍ଜ ଜିଲ୍ଲା…

ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ପାଳିତ ।

ପଦ୍ମପୁର/Nila Deep -ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ବରେ ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁନିଲ ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଟିଏ…

ହାଇ କୋର୍ଟ ବେଞ୍ଚ ଦାବିରେ କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟବନ୍ଦ ସତର ଦିନରେ

 କୁଚିଣ୍ଡାରୁ ଶାନ୍ତନୁ ବେହେରା : ହାଇକୋର୍ଟ ବେଞ୍ଚ ଦାବିରେ କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟବନ୍ଦ ଜାରି ରଖିଛନ୍ତି |  ଆନ୍ଦୋଳନ ଆଜି ସତର ଦିନରେ ପହଂଚିଛି |  ଆଜି ମଧ୍ୟ କୋର୍ଟ ସମ୍ପୁର୍ଣ୍ଣ ଭାବେ ବନ୍ଦ ଅଛି |କଚେରୀ ବନ୍ଦ ରହିଥିବା ଯୋଗୁ ଲୋକମାନେ ନାନାଦି ହଇରାଣ ହରକତ ହେଉଛନ୍ତି | 

ଭୋଟର ତାଲିକା ସଂଶୋଧନ ନିମନ୍ତେ ପଦ୍ମପୁର ଉପଜିଲ୍ଲାପାଳ ଅଫିସ ତରଫରୁ ବିଏଲଓ ଏବଂ ସୁପର ଭାଇଜରମାନଙ୍କ ପ୍ରଶିକ୍ଷଣ ବୈଠକ…

ପଦ୍ମପୁର/ନୀଳ ଦୀପ -ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଚଳିତ ସେପ୍ଟେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହିକ୍ରମରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ଶୄଙ୍ଖଳିତ ଓ କ୍ରିୟାଶୀଳ କରିବା ପାଇଁ ୧୯/୦୯/୨୦୧୮ ବୁଧବାର ଦିନ…