ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ : ମୋଦି ଗ୍ୟାସ ଯୋଗୁ ମା ଭଉଣୀ ମାନଙ୍କ ସୁବିଧା ହୋଇଛି କି ନାହିଁ ଆପଣଙ୍କ…
ପୁରୀ /Kumar Abhisekh -ରାଜ୍ୟରେ ମହିଳା ମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । ଗର୍ଭବତୀ ମହିଳା ମାନେ ଅଟୋରେ, ବାଟରେ , ପୋଲ ତଳେ ପ୍ରସବ କରୁଛନ୍ତି । ଦୁଷ୍କର୍ମ ବଢିବଢି ଚାଲିଛି । ନବୀନ ବାବୁ ଟଙ୍କା ଦେଇ ମହିଳା ମାନଙ୍କ ମୁହଁକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି । ମହିଳା ମାନଙ୍କୁ…