ମହଙ୍ଗା ପଡିଲା ଥାନା ଘେରାଓ , ଜେଲ ଗଲେ ୭ ମହିଳା ସମେତ ସମୁଦାୟ ୧୭ ଗ୍ରାମବାସୀ : ଗାଁ ରେ କୋକୁଆ ଭୟ
ପଦ୍ମପୁର,(ନୀଳ ଦୀପ) – ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂ•ୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିବା ସହ ନିଖୋଜ ଥିବା ଛାତ୍ର ବାଲକୃଷ୍ଣ ବାଗକୁ ପୋଲିସ ବରଗଡ…