ଲଇକେରା ଓ କିର୍ମିରା ବ୍ଲକକୁ ସିଡୁଲ ବ୍ଲକ ମାନ୍ୟତା ଦାବି : ସମ୍ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ଗଣଧାରଣା

0

ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) :ଲଇକେରା ଓ କିର୍ମିରା ବ୍ଲକକୁ ସିଡୁଲ ବ୍ଲକ ମାନ୍ୟତା ଦାବି କରି ଜିଲ୍ଲା ସମ୍ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ଦୁଇ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆହୋରାତ୍ର ଗଣଧାରଣାରେ ବସିଛନ୍ତି। ଆଦିବାସୀମାନେ ଆଜି ସକାଳେ ବସଷ୍ଟାଣ୍ଡ ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବସିଛନ୍ତି । ୨୦୧୧ ମସିହା ଜନଗଣନା ହିସାବରେ ଏହି ଦୁଇ ବ୍ଲକକୁ ଆଦିବାସୀ ଅଧ୍ୟୁଷିତ  ବ୍ଲକ ଭାବେ ପରିଚିତ ହୋଇଥିଲା। ଦେଶର ମୋଟ 630 ବ୍ଲକକୁ ଏହି ମାନ୍ୟତା ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ବୁଣ୍ଡେ ଧୁରୁଆ ଏହାର ନେତୃତ୍ୱ ନେଇଛନ୍ତି।

Leave A Reply

Your email address will not be published.