ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ମାଡ ଓ କାମୁଡ଼ା ଅଭିଯୋଗ: ନିକିରାଇ ଥାନାରେ ମାମଲା ।
କେନ୍ଦ୍ରାପଡ଼ା;୧୪/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ପଞ୍ଚାୟତରେ ଘଟିଛି ଏକ ଚଞ୍ଚଳକର ଘଟଣା। ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚଙ୍କୁ ମାଡ଼ମାରି ଓ କାମୁଡ଼ି ଆହତ କରାଯାଇଥିବା ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ…