୩ ହଜାର ଲିଟରରୁ ଉର୍ଦ୍ଧ ଦେଶୀ ମଦ ନଷ୍ଟ କଲା ବଡ଼ବିଲ ପୋଲିସ
ବଡ଼ବିଲ(ଚିତ୍ତରଞ୍ଜନ କର) ବଡ଼ବିଲ ପୋଲିସ ଆଜି ଏକ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡ଼ାରେ ଚଢ଼ାଉ କରି ୩ ହଜାର ଲିଟରରୁ ଉର୍ଦ୍ଧ ମହୁଲି ମଦକୁ ନଷ୍ଟ କରିଥିବାର ଜଣାପଡିଛି। ବଡ଼ବିଲ ଉପକଣ୍ଠରେ ଥିବା ସାନ୍ତବାହାଳ ଜଙ୍ଗଲ ଅଞ୍ଚଳରେ କାରୋ ନଦୀ କୂଳରେ ଦେଶୀ ମଦ ମହୁଲି ପ୍ରସ୍ତୁତ ହେଉଥିବାର ଖବର…