ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜ ଅଙ୍ଗନବାଡି ଦୁଇଦିନ ପାଇଁ ଛୁଟି। କଲେଜ ନିର୍ବାଚନ ସ୍ଥଗିତ । ଗତକାଲିର 4…

ଭୁବନେଶ୍ୱର : ଭୟଙ୍କର ରୂପ ନେଇ ଆସୁଥିବା ବାତ୍ୟା ତିତଳିକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜ ଅଙ୍ଗନବାଡି ଦୁଇଦିନ ପାଇଁ ଛୁଟି। କଲେଜ ନିର୍ବାଚନ ସ୍ଥଗିତ । 5 ଜିଲ୍ଲାକୁ ରେଡ଼ ଆଲର୍ଟ । ଗତକାଲିର 4 ଜିଲ୍ଲା ବାଦ ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର,…

ଯୋଗବାଗ ବାହାରିଲା :  ୨୧ରେ ଅମିତ ଶାହଙ୍କ ଉପସ୍ଥିତିରେ  ପଦୁଅଁ ଧରିବେ ପଦୁ , ମିଶିବେ ୩୦ ହଜାର କର୍ମୀ ବିଜେପିରେ !

ମୁଁ ମୋଦିଙ୍କ  ଆଦର୍ଶରେ ଅନୁପ୍ରାଣୀତ, ଓଡ଼ିଶାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ପ୍ରଭାବିତ : ପଦ୍ମଲୋଚନ ବାଲେଶ୍ୱର : କଂଗ୍ରେସ ସହ ୩୦ ବର୍ଷର ସମ୍ପର୍କ ଛିନ୍ନ ପରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ଯୋଗଦାନ କରିବା ନେଇ ବିଧିବଦ୍ଧ ଭାବେ ଆଜି ଘୋଷଣା କରିଛନ୍ତି । ଏହି…

ବିଜେପି ପକ୍ଷରୁ  ନୂଆଖାଇ ଭେଟଘାଟ :  ବିପୁଳ ଜନସମାଗମ

ବରଗଡ / ଗୌରାଙ୍ଗ ଚରଣ ଦାଶ :-ବରଗଡ ଭାରତୀୟ ଜନତା ପାର୍ଟି ଦ୍ୱାରା  ନୂଆଖାଇ ଭେଟଘାଟ ପଇକମାଲ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଭେଟଘାଟ ଅବସରରେ ପଦ୍ମପୁରର  ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସିନେ ତାରକା ମିହିର ଦାସ , ପିଙ୍କି ପ୍ରଧାନ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା…

ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରୟାସ ସ୍ୱାଗତଯୋଗ୍ୟ , ୧୯ ବର୍ଷ ହେଲା ନବୀନ ବାବୁ କେଉଁଠି ଥିଲେ: ନିରଞ୍ଜନ

ଭୁବନେଶ୍ୱର- ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ଏହା ଉପରେ ଅଧିକ…

ନରସିଂହଙ୍କ ଉଦ୍ୟମ ସଫଳ: ରାଣୀବନ୍ଧ ଓ ପ୍ରତାପ ସାଗରର ଅଟକଳ ମଞ୍ଜୁର

ରାଣୀବନ୍ଧ ପାଇଁ ୧.୭୩ କୋଟି , ପ୍ରତାପ ସାଗର ପାଇଁ ୨.୮୨ କୋଟି  ବଲାଙ୍ଗିର (ନିରୋଜ ମିଶ୍ର) :  ବଲାଙ୍ଗିର ସହର ମଧ୍ୟରେ ଥିବା ପୋଖରୀ ଗୁଡିକ ଧିରେ ଧିରେ ଆବର୍ଜନାପୂର୍ଣ୍ଣ ହେବାରେ ଲାଗିଛି । ଏପରିକି ଅତିତରେ ଯେଉଁ ସବୁ ପୋଖରୀ ଲୋକେ ଗାଧୁଆ ପାଧୁଆ ବ୍ୟତି ନ୍ୟତ୍ୟ ବ୍ୟବହାଯ୍ୟ ପାଇଁ ମଧ୍ୟ…

ଆଶଙ୍କା ଓ ଆତଙ୍କ ନେଇ ମାଡି ଆସୁଛି ତିତଲି 

ଭୁବନେଶ୍ୱର : ଆସୁଛି ତିତଲି । ସୁନ୍ଦର ପ୍ରଜାପତି ପରି ନୁହେଁ, ବରଂ ଆସୁଛି ଆଶଙ୍କା ଆଉ ଆତଙ୍କକୁ ସାଙ୍ଗରେ ନେଇ ଭୟଙ୍କର ରୂପରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡିଶା ଉପକୂଳ ଆଡକୁ ଗତି କରୁଥିବା ବେଳେ ମଙ୍ଗଳବାର ଅପରାହ@୍ନ ୪ଟା ୩୦ ସୁଦ୍ଧା…

ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା 

ବରଗଡ/ ଗୌରାଙ୍ଗ ଚରଣ ଦାଶ  :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଆଜି କନ୍ଦା ଡଙ୍ଗର ଗ୍ରାମରୁ ଅନୁଗୁଳ ପର୍ଯନ୍ତ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଉକ୍ତ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା:  ସାନନ୍ଦ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ

ବିଭିନ୍ନ ଯୋଜନାରେ ବାବଦ  ଅର୍ଥ କାଣ୍ଟଛାଣ୍ଟ କରି ଓଡିଶା ପ୍ରତି ଅବିଚାର କରୁଛି କେନ୍ଦ୍ର : ଅରୁଣ  ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆୟୋଜିତ ହୋଇଥିଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ୨୦୧୯ରେ ଅନୁଷ୍ଠିତ  ହେବାକୁ ଯାଉଥିବା ସାଧାରଣ…