ବର୍ଷା ଆଶା ମଉଳିଲା, ମରୁଡି ଆଶଙ୍କା :ଜମନକିରା ସ୍ଥିତି ସଂଗୀନ
କୁଚିଣ୍ଡା, ବାମରା ଓ ରେଙ୍ଗାଲି ବି ଚିନ୍ତାଜନକ
ଜମନକିରା(ଶାସକ ପ୍ରଶାସକ) ସମ୍ବଲପୁର ଜମନକିରା ରେ ଚଳିତ ବର୍ଷା ରାଜ୍ୟରେ ଭଲ ବର୍ଷା ସର୍ତ୍ତେ ସମ୍ବଲପୁର ଜିଲ୍ଲା ର ଅଣଜଳସେଚିତ ଅଞ୍ଚଳ ବିଶେଷ କରି କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ରେ ସ୍ଵଭାବିକ ଠାରୁ କମ ବର୍ଷା ହୋଇଛି, ତେଣୁ ଏଠାରେ…