ତିତଲୀବାତ୍ୟା ଆଉ ତା ପ୍ରଭାବରେ ସୃଷ୍ଟ ବନ୍ୟା ଦ୍ୱାରା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଦେଖିଲେ ମୁଖ୍ୟମନ୍ତ୍ରୀ : ୧୫ ଦିନ…

ବୟସ୍କଙ୍କୁ ୬୦ ଟଙ୍କା , ପିଲାଙ୍କୁ ୪୫ ଟଙ୍କାର ରିଲିଫ ଦିଆଯିବ ଭୁବନେଶ୍ୱର(ମାନସୀ ମିଶ୍ର)- ସାମୁଦ୍ରିକ ଝଡ଼ରେ ଗଂଜାମ, ଗଜପତି, ରାୟଗଡ଼ା ଏବଂ ଗୁଣୁପୁର ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ୪୮ ଘଂଟା ମଧ୍ୟରେ ବିଦୁ୍ୟତ ବ୍ୟବସ୍ଥା ସହ ଯାତାୟତକୁ ସ୍ୱାଭାବିକ କରିବା ପାଇଁ…

ଭୂସ୍ଖଳନରେ କିଛି ଲୋକଙ୍କ ପ୍ରାଣହାନୀ ଦୁଃଖଦାୟକ, ହେଲେ ଆଗୁଆ ପଦକ୍ଷେପର ଶ୍ରେୟକୁ ସ୍ୱୀକାର ନକରିବା ଦୁର୍ଭାଗ୍ୟଜନକ :…

ଭୁବନେଶ୍ୱର : ବିଗତ ୧୮ବର୍ଷ ମଧ୍ୟରେ ‘ଫାଇଲିନ୍‍’ ପରେ ସବୁଠାରୁ ଭୀଷଣ ବାତ୍ୟା ଥିଲା ‘ତିତ୍‍ଲି ।’ ଯଦିଓ ‘ହୁଡୁହୁଡୁ’ ଏହା ମଧ୍ୟରେ ଆସିଥିଲା, ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରେ ତା’ର ବେଶୀ ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରତି ଘଣ୍ଟାରେ ୧୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ…

ବିଜେଡି ମୁଖପାତ୍ର ତାଲିକାରୁ ଅମର ବାଦ୍, ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ

ବଡ଼ଚଣା(ଜୟଶଙ୍କର ଦାଶଙ୍କ ସହ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ): ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ଥିବା ବିଜେଡି ମୁଖପାତ୍ରମାନଙ୍କ ମଧ୍ୟରେ ପରିବର୍ତ୍ତନ କରି ନୂଆ ମୁଖପାତ୍ର ତାଲିକା ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ପୂର୍ବତାଲିକାରୁ ଅମର ଶତପଥୀ, ଅସୀମ ଅମିତାଭ…

  ଭଦ୍ରକ : ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ, ଆସାମିକୁ ସୁରକ୍ଷା ଦେଉଛି ପୁଲିସ! 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବଡ ରାମପୁର ଅଞ୍ଚଳରେ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜୈନିକ ଯୁବକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ପୁଲିସ ଆସାମିକୁ ସୁରକ୍ଷା ଦେଉଥିବା ଖବର ମିଳିଛି । ଗତ ୧୧ତାରିଖ ରାତ୍ର…

ବ୍ଲକ ପ୍ରଶାସନ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ।

ପଇକମାଲ/ଗୌରାଙ୍ଗ ଚରଣ ଦାଶ- ବରଗଡ଼ ଜିଲ୍ଲା ପଇକମାଲ ବ୍ଲକ ମୁଖ୍ୟାଳୟ ଠାରେ ଆଜି ବ୍ଲକ ପ୍ରଶାସନ ଦ୍ୱାରା ଵିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ । ଉକ୍ତ କାର୍ଯକ୍ରମରେ 22 ଟି ଗ୍ରାମପଞ୍ଚାୟତ ର ସମୁଦାୟ 1063 ଜଣ ନୂତନ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ପ୍ରତ୍ୟେକ ଙ୍କୁ 3…

ପଞ୍ଚମ ବିବାହକୁ ବିରୋଧ ହେଲା କାଳ : ଭିଣୋଇ ଭୁଜାଲି ଚୋଟରେ ଶଳାର ମୃତ !

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଆଜି ସକାଳେ ଗ୍ରାମାଂଚଳ ଥାନା ଧନଟୋଲା ସହିଦାବାଦ ଗାଁରେ ଘଟିଛ ହତ୍ୟାକାଣ୍ଡ । ଭିଣୋଇର ପଞ୍ଚମ ବିବାହକୁ ବିରୋଧ ନେଇ ଶଳା ଓ ଭିଣୋଇ ମଧ୍ୟରେ ଲାଗିରହିଥିଲା ବିବାଦ ଯାହା ଆଜି ଉଗ୍ର ରୂପ ନେଇଥିଲା | ଆଜି ସକାଳେ ଉଭୟଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଶଳାକୁ…

ଚେନ୍ନାଇ ପୋର୍ଟ ତରଫରୁ ଓଡିଶା ଷ୍ଟିଭେଡ଼ର୍ସ ଲିମିଟେଡ଼କୁ ବେଷ୍ଟ୍ ପରଫର୍ମାନସ୍ ଆୱାର୍ଡ

ପାରାଦ୍ୱୀପ (ଉପେନ୍ଦ୍ର ଗୁରୁ) ଚେନ୍ନାଇ ପୋର୍ଟ ଟ୍ରଷ୍ଟ ତରଫରୁ ପଣ୍ୟ ପରିବହନ କ୍ଷେତ୍ରରେ ଅଭୁତପୂର୍ବ ସଫଳତା ହାସଲ କରିଥିବା ଓଡିଆ ପୁଅର ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ କୁ ବେଷ୍ଟ ପରଫର୍ମାନସ୍ ଆୱାର୍ଡ ୨୦୧୮ ମିଳିଛି । ପାରାଦ୍ୱୀପ ସମେତ ଦେଶର ବିଭିନ୍ନ ବନ୍ଦରରେ ପଣ୍ୟ ଷ୍ଟିଭେଡୋରିଂ…