ଲକ୍ଷ୍ମଣଙ୍କ ଗୁରୁତର ଅଭିଯୋଗ : ଚୋରା ଲୁହା ପଥର କାରବାରରେ ଲିପ୍ତ ଥିଲେ ପାଣ୍ଡିଆନ !!!!
ମୟୂରଭଞ୍ଜ( Dillip Mohanty): ଏବେ ଯିଏ ଦଳ ଛାଡିଲେ ସିଏ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି | ସିଏ ଧାନ ହେଉ କି ଅଗାଡି | ଅଭିଯୋଗ କେତେ ସତ ଆଉ କେତେ ମିଛ ତାହା ସେମାନଙ୍କୁ ଜଣା | ହେଲେ ଶ୍ରୀ ପାଣ୍ଡିଆନ ଏବେ ପାଲଟି ଯାଇଛନ୍ତ ଦଳର ଅସନ୍ତୁଷ୍ଠ ନେତାଙ୍କ ପାଇଁ ସଫ୍ଟ ଟାର୍ଗେଟ | ଆଉ ଏବେ…