କ୍ଷତିଗ୍ରସ୍ତ ଅଂଚଳରେ ପହଂଚି ପାରୁନି ପ୍ରଶାସନ, ଲୋକ ଆସି ପ୍ରଶାସନ ଦୁଆରେ |
( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ୍ ) : ଗୁଣପୁର ଉପଖଣ୍ଡ ଅଧୀନସ୍ଥ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ରେ ସାମୁଦ୍ରିକ ଝଡ ତିତିଲି ଯୋଗୁଁ ବହୁ ଚାଷ ଜମି ରେ ରହିଥିବା ଧାନ ଫସଲ ବହୁତ କ୍ଷତି ହୋଇଥିବା ବେଳେ ଏହି ଅଞ୍ଚଳ କୁ କୌଣସି ପ୍ରଶାସନିକ ଅଧିକାରୀ ଆକଳନ କରିନଥିବା ଅଭିଯୋଗ କରି ଏହି…