କେଡ଼େ ନୃଶଂସ ସେ ମଣିଷ, ତା ହାତ ଥରିଲାନି !!!!!!!
ବଲାଙ୍ଗିର/ନିରୋଜ ମିଶ୍ର - କିଏ ସେ ନୃଶଂସ ଅମଣିଷ | ଗୋଟାଏ ନିଷ୍ପାପ ଆଉ ନିରୀହ ଶିଶୁକୁ ନିର୍ମମ ଭାବେ ହତ୍ୟା କଲା ! ଶିଶୁ ଟିକେ ହତ୍ୟା କରିବାକୁ ଟିକେ ତା ହାତ ପଛ ଘୁଞ୍ଚା ଦେଲାନି !!!
ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଂଚଳର ସୁଣ୍ଢିମୁଣ୍ଡା ନାଳ ନିକଟରୁ ଜଣେ ନାବାଳକଙ୍କ ମୁଣ୍ଡବିହୀନ ଶବ…