କିଟରେ କ୍ରୀଡ଼ା ମହାକୁମ୍ଭ : ୧୦ହଜାର ପ୍ରତିନିଧିଙ୍କ ସମାବେଶ

Bhubaneswar/ Shasak Prashasak : କିଟରେ ଚାଲିଛି କ୍ରୀଡ଼ା ମହାକୁମ୍ଭ । ସବୁ କ୍ୟାମ୍ପସରେ କ୍ରୀଡ଼ାର ମାହୋଲ୍‍ । କେଉଁଠି ବ୍ୟଡ୍‍ମିଣ୍ଟନ୍‍ ପ୍ରତିଯୋଗିତା ଚାଲିଛି ତ ଆଉ କେଉଁ କ୍ୟାମ୍ପସ୍‍ରେ ଭଲି ବଲ୍‍, ବାସ୍କେଟ୍‍ବଲ, ହକି, ଟେନିସ୍‍, କ୍ରିକେଟ, ସନ୍ତରଣ ଆଉ ଚେସ୍‍ । ଗୁରୁବାରଠାରୁ…

‘ମଣିଷ ସମାଜକୁ ମଧୁମୟ କରିବା ସାହିତ୍ୟର ଲକ୍ଷ୍ୟ’

ଶାରଦୀୟ ବନ୍ଧୁମିଳନ ଓ କବିତା ପାଠୋତ୍ସବ ବରପାଲି,(ଶାସକ ପ୍ରଶାସକ) - ସବୁ ଦୁଃଖ, ଯନ୍ତ୍ରଣା ସତ୍ତେ୍ୱ ଜୀବନକୁ ମଧୁମୟ ଦୃଷ୍ଟିରେ ଦେଖିବା ଓ ଏ ସମାଜକୁ ମଧୁସିକ୍ତ କରିବା ହିଁ ମଣିଷର ଶ୍ରେଷ୍ଠ  ତପସ୍ୟା । ଏହି ମହାନ ବାର୍ତ୍ତା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନ ଓ ସାହିତ୍ୟରେ…

ନରସିଂହଙ୍କ ହାତରେ ହେଲା ରାବଣ ଦହନ

ଗାନ୍ଧୀନଗର ରାବଣ ପୋଡି : ତାଲପାଲିପଡା ଓ ବିକ୍ରମଛକ ଦୁର୍ଗାପୂଜାରେ ନରସିଂହଙ୍କୁ ସମ୍ବର୍ଦ୍ଧନା ପୂଜା ଏବଂ ଉତ୍ସବ ମାଧ୍ୟମରେ ଆମେ ବଲାଙ୍ଗିରର ବିକାଶ କରିପାରିବା - ନରସିଂହ  ବଲାଙ୍ଗିର/Niroj Mishra  - ମା ଜଗତ ଜନନୀ ଦୁର୍ଗାଙ୍କ ପୂଜନୋସôବ ସହର ପ୍ରତ୍ୟେକ ପୀଠ ଓ ପୂଜା ମଣ୍ଡପମାନଙ୍କରେ…

ମାନସିକ ଭାରସାମ୍ୟ ହରାଇଲେ : ଅକାଳରେ ଚାଲିଗଲେ ଅକ୍ଷୟ 

କାଳିଆପାଣିରୁ ଦୟାନିଧି ମହାନ୍ତ: ମଣିଷର ଚିନ୍ତା ଶକ୍ତି ,ବିବେକ ,ଧର୍ଯ୍ୟ ଆଉ ସାହସ ସବୁ କିଛି ହାର ମାନିଯାଏ ଯେତେବେଳେ ରୋଗ, ବ୍ୟାଧି ,ଦାରିଦ୍ର ଏକା ବେଳେ ଗ୍ରାସକରେ l ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଅଛି କାଳିଆପାଣି ଟାଟା ମାଇନିସ ପରିସର ଭିତରେ ଥିବା ମାର୍କେଟ କମ୍ପ୍ଲେକ୍ସର ଜଣେ…

ଅବହେଳିତ-ଉପେକ୍ଷିତର ନିଜର ମଣିଷ ଡ଼ ରାମଚନ୍ଦନୀ 

  ବରଗଡ/ଗୌରାଙ୍ଗ ଚରଣ ଦାଶ :-  ପଶ୍ଚିମ ଓଡ଼ିଶାର ଜଣେ ସୁନାମଧନ୍ୟ ଓ ପରୋପକାରୀ ତଥା ଚିକିତ୍ସକ ଭାବରେ ବେଶ ଜଣାଶୁଣା ନାମ ହେଉଛି ଡା. ଶଙ୍କର ରାମଚନ୍ଦନୀ । ଦୁଖୀ ଓ ଗରିବ ରୋଗୀର ସେବା ପାଇଁ ଦିନରାତି ସବୁ ସମାନ ତାଙ୍କପାଇଁ। ଗରିବ ରୋଗୀ ର ସେବା ସହିତ ସେ ତାଙ୍କର ସାଧ୍ୟ ମତେ ସମାଜ ସେବା…

ସେଲ ଦ୍ଵାରା ବିତ୍ତୀୟ ପ୍ରବନ୍ଧନରେ ଉତ୍କର୍ଷତା ନିମନ୍ତେ ଜାତୀୟ ପୁରସ୍କାର

ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ନେସନାଲ ଏୱାର୍ଡ ଫର ଏକ୍ସଲେନ୍ସ ଇନ କଷ୍ଟ ମେନେଜମେଣ୍ଟରେ ପ୍ରଥମ ପୁରସ୍କାର ଲାଭ କରିଛି । ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଦ୍ଵାରା ପ୍ରଦତ୍ତ ବୃହତ ସାର୍ବଜନୀକ ଉତ୍ପାଦକ ବର୍ଗରେ ସେଲ ଏହି ପୁରସ୍କାର ଲାଭ…

ପୂର୍ବତନ କୃଷିମନ୍ତ୍ରୀଡ଼ା. ରାଉତଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ : ମୂର୍ତ୍ତିକା ରସାୟନବିତଙ୍କର ଜାଲିଆତି ଓ ସନ୍ତୋଷ…

ବାରିପଦା()- ପୂର୍ବତନ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ୱଚ୍ଛତା ଉପରକୁ ମୟୂରଭଞ୍ଜବାସୀ ଅଙ୍ଗୁଳି ଉଠାଇଛନ୍ତି । ଶ୍ରୀ ରାଉତ କୃଷିମନ୍ତ୍ରୀ ରହିଥିବା ବେଳେ ବାରିପଦା ସହରର ତକତପୁରସ୍ଥିତ ସହକାରୀ କୃଷି ଉପନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟରେ ସନ୍ତୋଷ ମିଶ୍ର ନାମକ ଜଣେ ୪ର୍ଥ ଶ୍ରେଣୀ…

ଅଣ୍ଡା ମାଡ଼କୁ ଡରି ଆସିଲେ ନାହିଁ ଅତିଥି !

ବାରିପଦା()- ବାରିପଦା ମଧୁବନ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ଅଣାଡାମାଡ଼ ଗୁଜବରେ ଭୟଭିତ ହୋଇ ଆସିଲେ ନାହିଁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଗଣ । ଶେଷରେ ଆୟୋଜକ ପ୍ରଦୋଷ ଦାସ ନିରାଶ ହୋଇ ନିଜେ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ନିଜେ ଶୁଭ ଉଦଘାଟନ କରିବାକୁ…