ରେଳ ଯାତ୍ରା ହେଲା ସ୍ୱାଭାବିକ : ଚଳଚଂଚଳ ହେଲା ଗୁଣପୁର – ନୌପଡା ରେଳପଥ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ତିତିଲି ବାତ୍ୟା ପ୍ରଭାବରେ ଗୁଣପୁର - ନୌପଡା ରେଳପଥର ଟ୍ରାକ୍, ରେଳଷ୍ଟେସନ, ସିଗନାଲ୍ ଖୁଣ୍ଟ ବ୍ୟାପକ କ୍ଷତିଗ୍ରସ୍ତ ଯୋଗୁଁ 13 ଦିନ ରେଳ ଚଳାଚଳ ବନ୍ଦ ରହିଥିଲା। ବିଶାଖାପାଟଣା ରେଳ ଡିଭିଜନ ଅଧୀନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ…