ମାଲଟା ଦେଲେ ସବୁ କାଗଜ ଓକେ ହେଇଯିବ 

ଭିଜିଲାନ୍‍ସ ଜାଲରେ ବି.ଇ.ଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଅବସରକାଳୀନ ସମେତ ପେନସନ ହେବା ପାଇଁ ଯାହାସବୁ କାଗଜପତ୍ର ବାକି ପଡିଛି ସେସବୁ ଠିକ ଠାକ କରିଦେବି କହି ୧୦…

ସ୍ମୃତି ଚାରଣ : ନକ୍ଷତ୍ରମାଳା ପରିଛାଙ୍କୁ ଶ୍ରଦ୍ଧାଞ୍ଜଳୀ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ରାଜଗୁରୁ ସାହି ସ୍ଥିତ ରସିକରାଜ ମନ୍ଦିର (ପରିଚ୍ଛା ମନ୍ଦିର) ପରିସରରେ ଜଗଦ୍‍ଗୁରୁ କୃପାଳୁ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ନିର୍ଦ୍ଦେଶରେ ଚାଲୁଥିବା ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ କାର୍ତ୍ତିକ କୃଷ୍ଣ ପ୍ରତିପଦା…

ଜିଲ୍ଲାର ୮ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜ ସିଟିଜେନ ଫୋରମ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ସିଟିଜେନ ଫୋରମ ଓ ମଧୁବନ ଡେ଼ଭଲପମେଣ୍ଟ କମିଟି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ନେଇ ଅକ୍ଟୋବର ୨୮ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନବୀନ ନିବାସରେ ସାକ୍ଷାତ କରି ସୌହାର୍ଦ୍ଧପୂର୍ଣ୍ଣ ପରିବେଶ ମଧ୍ୟରେ ବିଷୟ ବସ୍ତୁ ଉପରେ ଆଲୋଚନା…

ଜିଲ୍ଲାସ୍ତରୀୟ ଯୁବଉତ୍ସବ ଓ ପ୍ରତିଭା ଚୟନ ନଭେମ୍ବର ୮ ଓ ୯ରେ

ବାରିପଦା(ଦିଲ୍ଲୀପ ମହାନ୍ତି ) ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ଯୁବଉତ୍ସବ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଯୁବଉତ୍ସବ ଓ ପ୍ରତିଭା ଚୟନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୮ ଓ ୯ ଦୁଇ ଦିନ ଧରି ଆୟୋଜିତ ହେବ । ଏହି…

ଏମିତି ଆସେ ମରଣ :  ଚିକିତ୍ସା ପାଇଁ ଯାଉଥିଲେ, ପହଂଚି ପାରିଲେନି

ପଛରୁ ବାଇକକୁ ଧକ୍କା ଦେଲା ଡ଼ମ୍ପର, ଘଟଣା ସ୍ଥଳରେ ଶାଶୁ ମୃତ, ଝିଅ ଓ ଜ୍ୱାଇଁ ଗୁରୁତ୍ତର ୫ ଲକ୍ଷ ଟଙ୍କା ସହାୟତା ସହିତ ହମ୍ପସ ନିର୍ମାଣ ଦାବିରେ ରାସ୍ତା ରୋକ ବାରିପଦା(ଅରବିନ୍ଦ ଦାସ)  ମୃତ୍ୟୁ  ବି ଏମିତି ଆସିଥାଏ । ଝିଅ ଓ ଜ୍ୱାଇଁ ସହିତ ଡ଼ାକ୍ତର ଦେଖାଇବାକୁ ବାଇକରେ ଆସୁଥିବା ବେଳେ…

ବାଲି ମାଫିଆ ମାତିଛନ୍ତି, ମଶାଣି ବି ଛାଡ଼ୁନାହାନ୍ତି 

 ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା :  ନୂଆପଡ଼ା ଜିଲ୍ଲା ବଡେନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମ ପଂଚାୟତ ଓ ଆଖ ପାଖ ଅଞ୍ଚଳରେ ସକ୍ରିୟ ବାଲି ମାଫିଆ ମାନଙ୍କ ଦୁଷ୍କର୍ମର ପରିଣାମ ମଶାଣିରୁ ବାହାରି ପଡୁଛନ୍ତି ପୋତା ଶବ । ପ୍ରଶାସନ ସବୁ ଜାଣି ସୁଦ୍ଧା ନିଦା ବିଷ୍ଣୁ ସାଜିଛି ,କାହିଁକି ଦୃଢ…

ମହାବାଳ ବାଘର ମୁଣ୍ଡ କାଟିନେଲେ !!!

ବରଗଡ଼/ଶାସକପ୍ରଶାସକ-ବରଗଡ଼ ଜିଲା ଭଟଲି ରେଞ୍ଜ ଅଧିନ ଖଜୁରିଆ ଗ୍ରାମ ନିକଟ ଦାମୋଦରପଡ଼ା ଜଙ୍ଗଲରେ ଗୋଟିଏ ମହାବଳ ବାଘକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳଟି ଡେବ୍ରିଗଡ଼ ଅଭୟାରଣ୍ୟ ପରିସର ମଧ୍ୟରେ ରହିଛି।  ବାଘକୁ ୨/୪ଦିନ ପୂର୍ବରୁ ମାରି ପୋତି ଦିଆଯାଇଥିବା ଅନୁମାନ…

ସୁବୋଧଙ୍କ ମୃତ୍ୟୁ ଏବେ ଦୁର୍ବୋଧ୍ୟ : ସନ୍ଦେହରେ ପୋଲିସର ଭୂମିକା

ପୋଲିସ ଧରିନେବା ଆଉ ରାତିରେ ତାକୁ ଘରେ ନଛାଡି ସମ୍ପର୍କୀୟଙ୍କ ଜିମା ଦେବା ରହସ୍ୟ କଣ ବୋଲି ଏବେ ଲୋକଙ୍କ ମନରେ ପ୍ରଶ୍ନ  ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ  ସୁନ୍ଦରଗଡ଼ ସହରର ପାରିଜାତ ପାର୍କ ସାମ୍ନାରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧର ହେବା ଘଟଣା ସହରରେ ଚର୍ଚାର ବିଷୟ ପାଲଟିଛି…