ଚାନ୍ଦବାଲି ବିଧାନସଭା ପାଇଁ ୨ଜଣ ନାମାଙ୍କନପତ୍ର ଦାଖଲ କଲେ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଜାରି ରହିଥିବା ପ୍ରାର୍ଥୀପତ୍ର ଦାଖଲର ଆଜି ଚତୁର୍ଥ ଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୭ ଚାନ୍ଦବାଲି ବିଧାନସଭା ପାଇଁ ବିଜେଡିର ବ୍ୟୋମକେଶ ରାୟ ଏବଂ ସିପିଆଏମ୍ଏଲ ପକ୍ଷରୁ ଜୟନ୍ତୀ ବିଶ୍ୱାଳ…