ବଡ଼ବିଲରେ ବ୍ୟବସାୟୀଙ୍କ ଘରେ ଡକାୟତି, ଘରର ଝରକା ଗ୍ରିଲ୍ ତାଡି ଲୁଟ୍

ବଡ଼ବିଲ /Chitta Ranjan Kar : ବଡ଼ବିଲ ସ୍ଥିତ ରାଜୀବ ବିହାର କଲୋନୀରେ ଦୀପାବଳି ରାତିରେ ଘଟିଛି ଏକ ବଡଧରଣର ଡକାୟତି । ଗୋଟିଏ ରାଇଫଲ୍, ଗୋଟିଏ ମାଉଜର୍, ୨ଟି ଗୁଳି ଭର୍ତ୍ତି କାଟ୍ରିଜ୍, ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ପ୍ରାୟ ୨ଲକ୍ଷ ଟଙ୍କା ଡକାୟତି ହୋଇଥିବା…

ଅଠରଟି ମୋବାଇଲ ଚୋରି କରିଥିବା ଦୁଇଟି ଚୋରକୁ ଗିରଫ କଲା ବୁଡେନ ପୋଲିସ ।

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ବୁଡେନ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମୋବାଇଲ ଚୋରି କରି ଲୋକଙ୍କୁ ହଇରାଣ କରୁଥିବା ଦୁଇଜଣ ଚୋର ଦର୍ଲିଗୁଡା ଗ୍ରାମର ସୁଦାମ  ବରିହା (୨୧ବର୍ଷ) ଓ ସୋନୁ ପ୍ରଧାନ (୨୩ବର୍ଷ) କୁ ପୋଲିସ ଗିରଫ କରିବାରେ ସଫଲ ହୋଇଛି ।ତାଙ୍କ ଠାରୁ ୧୮ଗୋଟି ମୋବାଇଲ, ଗୋଟିଏ…

“ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ,”

Rourkela/Sushanta Behera ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ,” ବୋଲି ରାଉରକେଲା ଇସ୍ପାତ କାରଖାନାର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ଭଞ୍ଜଭବନ ମୁକ୍ତ ମଞ୍ଚ ଠାରେ ନଭେମ୍ବର ୫ ତାରିଖ ଦିନ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ,…

ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ଭଗବାନ ଧନ୍ୱନ୍ତରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ

 ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ଆୟୁର୍ବେଦିକ ସଂସ୍ଥା ପକ୍ଷରୁ ଫାର୍ମାସୀ ପରିସରରେ ଭଗବାନ ଧନ୍ୱନ୍ତରୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଜିଲ୍ଲା ବିଜେଡିରେ ସୁ-ଶି କନ୍ଦଳ , ଦଳ ହେଲାଣି ଦୁଇ ଫାଳ : କେମିତି ସମ୍ଭାଳୁଛ ସମ୍ଭାଳ .।

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା  ଜିଲ୍ଲା ବିଜେଡିରେ (ସୁ-ଶି) କନ୍ଦଳ , ଦଳ ହେଲାଣି ଦୁଇ ଫାଳ | ଆଗାମୀ ୨୦୧୯ ନିର୍ବାଚନ ରେ ବିଷମକଟକ ନିର୍ବାଚନ ମଣ୍ଡଳୀ ଓ ଗୁଣପୁର ନିର୍ବାଚନ ମଣ୍ଡଳୀ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ବିଜେଡି ମହଲ ରେ ଚର୍ଚ୍ଚା ଜୋର ଧରିଛି । ଏବେ ଜିଲ୍ଲାରେ…

କର୍ମ ନିୟୋଜନ କାର୍ଯ୍ୟାଳୟରେ  ତାଲା ପକାଇଲେ ବିଜେପି ଯୁବ ମୋର୍ଚ୍ଚା

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ମିଳୁ ନଥିବାରୁ ରାୟଗଡା ଜିଲ୍ଲା ଗୁଣପୁର ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର କର୍ମ ନିୟୋଜନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଗୁଣପୁର ବ୍ଲକ ଖ ଜୋନ ଯୁବ ମୋର୍ଚ୍ଚା ସଭାପତି ସୁମନ ସାହୁକାର ଙ୍କ ନେତୃତ୍ୱ ରେ ଦଳୀୟ ଯୁବ…

ଗଣମାନସର ସ୍ୱପ୍ନ ସଂଗ୍ରାମକୁ ଗଣକବି କଳାତ୍ମକ ଭାବରେ ପ୍ରକାଶ କରିଥିଲେ- ରାଜ୍ୟପାଳ

ଗଣକବି ବୈଷ୍ଣବ ପାଣିଙ୍କ ୧୩୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭୁବନେଶ୍ୱର() ଓଡ଼ିଶା ହେଉଛି ସଂସ୍କୃତିର ଅନନ୍ୟ ଭୂମି । ସମସ୍ତ ଭାବଧାରା ଏଠି ସମନ୍ୱିତ । ଓଡ଼ିଶାର ସଂସ୍କୃତିର ଐତିହ୍ୟ ଓ ପରଂପରା ବହୁ ପ୍ରାଚୀନ । ଯୁଗ ଯୁଗ ଧରି ଏହା ମନିଷୀମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହି ଆସିଛି ।…

ବିଶ୍ୱ କପ୍ ହକି ମାସ୍କଟ ଓଲିର ସଚେତନତା ଅଭିଯାନ ।

ଯାଜପୁର/ଜୟଶଙ୍କର ଦାଶ : ୧୪ ତମ ବିଶ୍ୱ କପ୍ ହକି କ୍ରୀଡା ସଂସ୍କରଣ ଓଡିଶା ଆୟୋଜନ କରୁଚ୍ଥି ।  ଏହି ଗୈାରବମୟ କ୍ରୀଡା ଅଧ୍ୟାୟ ନଭେମ୍ୱର  ୨୮  ତାରିଖ ଠାରୁ ଡିସେମ୍ୱର ୧୬  ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ହେବ ।  ଏହି କ୍ରୀଡାର ଅବ୍ୟବହିତ ପୂର୍ବରୁ ଜନ ସଚେତନତା ସୃଷ୍ଟି…

ବିଦ୍ୟୁତ ସଂସ୍ପର୍ଶରେ ଆସି ଲଜ ସଫେଇ କର୍ମଚାରୀଙ୍କ ମୄତ୍ୟୁ ।

ପଦ୍ମପୁର/ନୀଳ ଦୀପ : ସହରରେ  ଦିପାବଳିର ମାହୋଲ ଚାଲିଥିବା ସମୟରେ ସହରରେ ଥିବା ସିତାରାମ ଇନ ଲଜ ସଫେଇ କରୁଥିବା ସମୟରେ ବାହାରେ ଥିବା ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ରୋହିତ ବାଗ(୨୫) ନାମକ ଜଣେ ସଫେଇ କର୍ମଚାରୀଙ୍କ ମୄତ୍ୟୁ ଘଟିଛି  । ବିନା କୌଣସି ସୁରକ୍ଷା ଉପକରଣ ଯୋଗୁଁ ଏହି ଘଟଣା…